ପୁରା ଖବର ବିଷୟରେ



ଅନୁଗୋଳ ରେ ମମର୍ନ୍ତୁଦ ସଡକ ଦୁର୍ଘଟଣା......

Dec 27 2019
ଅନୁଗୋଳ: ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ବିଳମ୍ବିତ ରାତି ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବଅଁରପାଳ ଥାନା ଅନ୍ତର୍ଗତ ଗୋତାମରା ଠାରେ ବସ ଟ୍ରକ ମୁହାଁମୁହିଁ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ 45 ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତମାନଙ୍କ ମଧ୍ୟରେ ୧୫ ଜଣ ହେଉଛନ୍ତି ମହିଳା । ରାତି ପ୍ରାୟ ୨ଟା ୪୫ରେ ମନିଷା ନାମକ ଏକ ବସ ଟ୍ରକ କୁ ଧକା ଦେଇଥିଲା । ସୂଚନା ପାଇ ବଅଂରପାଳ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲା ।