Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ରାୟଗଡ଼ା ଆଇସିଆଇସିଆଇ ଫାଉଣ୍ଡେସନ ଏବଂ ଆଇସିଆଇସିଆଇ ଵ୍ୟାଙ୍କ ତରଫରୁ ୧୩ ଟି ଆକ୍ସିଜେନ କଂସେନଟ୍ରେଟର ପ୍ରଦାନ l
Aug 2 2021 11:49AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡା : କୋଭିଡ ମହାମାରୀରେ କୋଭିଡ ଆକ୍ରାନ୍ତ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ନିମନ୍ତେ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଯାଇ ଆଜି ଆଇସିଆଇସିଆଇ ( ICICI) ଫାଉଣ୍ଡେସନ ତଫରୁ ରାୟଗଡ ଵ୍ୟାଙ୍କର ଶାଖା ପରିଚାଳକଙ୍କ ଦ୍ୱାରା ୧୩ ଗୋଟି ଅକ୍ସିଜେନ କଂସେନଟ୍ରେଟର ପ୍ରଦାନ କରଲଯାଇଛି l ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କୁ, ରାୟଗଡ ଆରୋକ୍ଷୀ ଅଧିକ୍ଷକ ଶ୍ରୀ ବିଵେକା ନନ୍ଦ ଶର୍ମା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କ ଉପସ୍ଥିତିରେ ରାୟଗଡ ଶାଖା ପ୍ରବନ୍ଧକ ଶ୍ରୀ ମନୋଜ କୁମାର ବେହେରାଙ୍କ ପ୍ରଦାନ କରିଥିଲେ l ଜିଲ୍ଲାର ସ୍ୱାସ୍ଥ୍ୟସେବା ନିମନ୍ତେ ଵ୍ୟାଙ୍କ କର୍ତ୍ତୃପକ୍ଷକଙ୍କ ଏହି ଅବଦାନ ପ୍ରଶଂଶୀୟ l ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିପିଏମ ରାଜେଶ କୁମାର ପଟ୍ଟନାୟକ,ଆନ୍ୟlନ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ଆଇସିଆଇସୀଆଇ ବ୍ୟାଙ୍କର ସହକାରୀ ପ୍ରବନ୍ଧକ ଶ୍ରୀ ହିମାଂଶୁ ଭୂଷଣ ଦାଶ ଓ ଆନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ l