ପୁରା ଖବର ବିଷୟରେ



ସମଲ ହାଇସ୍କୁଲ ଛକ ଠାରେ ଅଜଣା ଗାଡି ଧକ୍କା ରେ ବୃଷବ ମୃତ୍ୟୁ।

Jul 19 2021 5:21PM
(କଣିହାଁ ରୁ କୃଷ୍ଣ ଚନ୍ଦ୍ର ନାଏକ ଙ୍କ ରିପୋର୍ଟ ) କଣିହାଁ ବ୍ଲକ ସମଲ ଗ୍ରାମପଞ୍ଚାୟତ ସମଲବ୍ୟାରେଜ ହାଇସ୍କୁଲ ଛକ ଠାରେ ଆଜି ଏକ ଅଜଣା ଗାଡି ଧକ୍କା ରେ ବୃଷବ ଟିଏ ମୃତ୍ୟୁ ବରଣ ହୋଇଥିବା ଖବର ପାଇ ବିଜୁଯୁବ ଜନତା ଦଳ ର କାର୍ଯ୍ୟକାରୀ ସଭାପତି ରାମକୃଷ୍ଣ ପ୍ରଧାନ (ବାବୁ),ଅନୁଗୋଳ ଜିଲ୍ଲାଯୁବ ସମ୍ପାଦକ ପ୍ରଦୀପ କୁମାର ସାମଲ,ସନ୍ତୋଷ କୁମାର ନାଏକ,ବାବୁଲି ପ୍ରଧାନ,ଚିଣ୍ଟୁ ସାହୁ,କୃଷ୍ଣଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ରହି ବୃଷବ ଟିର ଅନ୍ତିମ ସଂସ୍କାର କରାଇଥିଲେ ।