ପୁରା ଖବର ବିଷୟରେ



ନିଆଁ ରେ ପୋଡ଼ି ହୋଇ ଶିଶୁ ଗୁରୁତର ।

Jul 17 2021 10:51PM
(ଉଦଳା ରୁ ସୁରେଶ୍ଵର ଜେନା ଙ୍କ ରିପୋର୍ଟ ) ଆଜି ସନ୍ଧ୍ୟା ସମୟରେ ଉଦଳା ଥାନା ଅନ୍ତର୍ଗତ ଦୁଗୁ ଧା ଗ୍ରାମରେ ରଞ୍ଜନ ମହାପାତ୍ର ଙ୍କ ପୁଅ ପ୍ରୀୟଂସୁ (୭) ପୋଡ଼ିହୋଇ ଗୁରୁତର ହୋଇ ଯାଇଛି । ଖବର ନେବାରେ ଜଣା ଯାଇଛି ନିଜ ତେଜ ରାତି ଦୋକାନ ରେ ଧୂପ ରୁ ନିଆଁ ଲାଗି ବାରୁ ପିଲାର ପାଟି ଶୁଣି ବାପା ମାଦୌଡ଼ି ଆସି ରକ୍ଷା କରିବା ସମୟରେ ଦୁଇ ଜଣ ଯାକ ମଧ୍ୟ ନିଆଁ ରେ ଆହତ ହୋଇଛନ୍ତି ।ପିଲା ଟି କୁ ସଙ୍ଗେ ସଙ୍ଗେ ଉଦଳା ଡାକ୍ତର ଖନା ଅଣାଯାଇଥିଲା,କିନ୍ତୁ ଗୁରୁତର ଥିବାରୁ୧୦୮ ଯୋଗେ ବାରିପଦା ସ୍ଥାନାନ୍ତର କରାଯାଇଛି ।