ପୁରା ଖବର ବିଷୟରେ



ରାୟଗଡ଼ା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ଦିବ୍ୟାଙ୍ଗ ମାନଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ

Jun 29 2021 5:33AM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା :କରୋନା ମହାମାରୀ କଟକଣା ଯୋଗୁଁ ସଟ୍ ଡାଉନ୍ ଲକ୍ ଡାଉନ୍ ର ସମୟ ମଧ୍ୟରେ ଗତି କରୁଥିବାରୁ କୈାଣସି କାମ ନପାଇ ଅସୁବିଧା ର ସମ୍ମୁଖୀନ ହେଇ ପିଡିତ ଥିବା ରାୟଗଡ଼ା ସହରରେ ଥିବା ଦିବ୍ୟାଙ୍ଗ ପରିବାର ର ଭାଇ ଭଉଣୀ ମାନଙ୍କୁ ରାସନ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା ଭାରତୀୟ ଜନତା ପାର୍ଟି ନଗର ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ର ନଗର ସଭାପତି ଶ୍ୟାମ କୁମାର ଦାଶ , ରାୟଗଡ଼ା ଦିବ୍ୟଙ୍ଗ ସଂଘର ଜିଲ୍ଲା ସଂପାଦକ ଅମରେନ୍ଦ୍ର ନାଥ , ସଂଘର ସଦସ୍ୟ ତଥା ଶୁଶିଲ ରାଉଳ , ହେମାନନ୍ଦ ପରିଡ଼ା , ତପସ୍ଵିନୀ ତାଡିଙ୍ଗି , ବୀଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ବିଦ୍ୟାଭୂଷଣ ପଣ୍ଡା , ଅଜୟ ସର୍ମା। , ଜଗଦୀଶ ସୁନାରି। , ଟି ନାଗରାଜୁ। , ଝରଣା ମହାନ୍ତି। , ନଗର ଯୁବ ମୋର୍ଚ୍ଚା ର ତାନବି ଅଗ୍ରୱାଲ। , ଜୟରାମ ବର୍ମା। , ସନ୍ତୋଷ କୁମାର ସାହୁ। , ନିରଜ ପାଡି। , ସୁନୀଲ ବାଗ। , ମୁନା ମହାରଣା। , ପପୁନି ପାଣି। , ରାକେଶ ପାଢି। , ପ୍ରଭାତ ଦଳାଇ। , ସନ୍ତୋଷ ଗୈ।ଡ଼ ପ୍ରମୁଖ ଉପସ୍ଥିତ ଥିଲେ