ପୁରା ଖବର ବିଷୟରେ



ଦୁର୍ଦ୍ଦଶା ରେ ଜୀବନ ବିତାଉଛନ୍ତି ଗୁଣୁପୁର ବାଉଁଶ କାରିଗର ।

Jun 19 2021 7:23PM
(ଗୁଣୁପୁର ରୁ ମନୋଜ କୁମାର ଦାସ ଙ୍କ ରିପୋର୍ଟ) କୋରଣା ଛଡାଇ ନେଇଛି ଜୀବନ ଜୀବିକା। ଦୁର୍ଦ୍ଦଶା ରେ ବାଉଁଶ କାରିଗର। ନାମିଳୁଛି ପ୍ରଛାହନ ନା ଅନୁଦାନ ଯାହାକୁ ନେଇ ବୋହୁ କୋଷ୍ଟରେ ଜୀବନ କଟାଉଛନ୍ତି ବାଉଁଶ କାରିଗର।ବଢି ଚାଲିଛି କରନା କୋଟକଣା ହଜିଯାଇଛି ହସ୍ତଶିଳ୍ପ। ଅଟକିଯାଇଛି ହାତ। ବାଉଁଶକୁ ଚିରି କଠିନ ଶ୍ରମ କରି ପ୍ରସ୍ତୁତ କରିଥାନ୍ତି ନୂଆ ନୂଆ ଘରକରଣ ଜିନିଷ। ଵର୍ତମାନ ଆଧୁନିକ ଯୁଗ ଭିତରେ ହଜି ଯାଇନିକି କମିଯାଇନି ଗାଁ ଠୁ ଆରମ୍ଭ କରି ସହର ରେ ରହିଛି ବାଉଁଶ ପ୍ରସ୍ତୁତି ସାମଗ୍ରୀ। ମହାମାରୀ କୋରଣା ଯୋଗୁ ଚାହିଦା ପ୍ରଭାବିତ ହୋଇଛି।ବାଉଁଶ କାରିଗର ଏବେ ନିଜର କୌଳିକ ବୃତି ହରାଇ ହୋତାସ ମଧ୍ୟରେ ଜୀବନ କାଟୁଛନ୍ତି।କୋରଣା ଯୋଙ୍ଗୁ ସାରାଦେଶ ଏବେ ପ୍ରଭାବିତ।ଆଉ ପ୍ରଭାବିତ ହେଉଛି ଏମାନଙ୍କ ଜୀବନ।ଆଧୁନିକ ଯୁଗରେ ବାଉଁଶର ଚାହୀଦ କମି କମି ଯାଉଥିବା ବେଳେ। ବୋଝ ଉପରେ ନଳିତା ବିଡା ସଦୃଶ୍ୟ। ଲୋକଡାଉନ ଜୋଙ୍ଗୁ ହାଟ ବଜାର ବନ୍ଦ ରହୁଥିବାବେଳେ ଗାଁ କୁ ଯାଇ ବିକ୍ରି କରିବା ସମ୍ଭବ ହେଉନାହିଁ। ବ୍ରତଘର ସାଙ୍ଗକୁ ପର୍ବ ଜନୀ ଯାତ୍ରା ଲୋକଡ଼ାଉନ ଜୋଙ୍ଗୁ ଏସବୁ ବନ୍ଦ। କୌଳିକ ବୃତିରେ ଯେପରି ଲାଗିଯାଇଛି ଗ୍ରହଣ ଏଭଳି ପରିସ୍ଥିତିରେ ବଞ୍ଚିବା ପାଇଁ ସଙ୍ଘର୍ଷ କରୁଥିବା ବାଉଁଶ କାରିଗର ପରିବାର ଗୁଡିକୁ ସରକାର ଙ୍କ ପକ୍ଷରୁ ସତନ୍ତ୍ର ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏଠାକର ବାଉଁଶ କାରିଗର।