ପୁରା ଖବର ବିଷୟରେ



ପୋଲିସ ପୋଲିସ ମଧ୍ୟାରେ ହାତା ହାତୀ ।

Jun 16 2021 9:38PM
(ମୟୁରଭଞ୍ଜରୁ ଶୁରେଶ୍ୱର ଯେନାଙ୍କ ରିପୋର୍ଟ) ଗତ କାଲି ସନ୍ଧ୍ୟା ସାତଟା ସମୟରେ ଉଦଳା ପୋଲିସ ପେଟ୍ରୋଲ ଇଂ କରୁଥିବା ସମୟରେ ଉଦଳା ଅରବିନ୍ଦ ସ୍କୁଲ ସାମ୍ନାରେ କିଛି ଲୋକ ଛିଡ଼ା ହେବାର ଦେଖି ଥାନାର ଏ ଏସ ଆଇ ଶଶିଭୂଷଣ ପରିଡ଼ା ସେମାନଙ୍କୁ ମକ୍ସ୍ ପିନ୍ଧିବା ପାଇଁ କହିଥିଲେ ସେଠାରେ ଥିବା ବାରିପଦା ମଣ୍ଡଳ କାରାଗାର ର ୱାର୍ଡର ମନୋଜ କୁଆଁର ଙ୍କ ସହିତ ବଚସା ହୋଇ ଶେଷରେ ହାତାହାତି ହୋଇଥିଲା ।ତେଣୁ ଥାନା ଷ୍ଟାଫ୍ ଶ୍ରୀ କୁଆଁର ଙ୍କୁ ଗାଡ଼ିରେ ଥାନା କୁ ଆଣିବା ପାଇଁ ବିଫଳ ହେବାରୁ ଚଲେଇ ଚଲେଇ ଆଣିଥିଲେ । ଥାନାରେ କୁଆଁର ଙ୍କୁ ଆଜି ଅପରାହ୍ନ ପର୍ଯନ୍ତ୍ ଥାନାରେ ବସାଇ ଶେଷରେ ଅପରାହ୍ନ ରେ କୋର୍ଟ ଚାଲାଣ କରିଛନ୍ତି ।ଅପର ପକ୍ଷରେ କୁଆଁର ଙ୍କ ସ୍ତ୍ରୀ ଯିଏକି ଓଡ଼ିଶା ପୋଲିସ ରେ କାର୍ଯ।କରନ୍ତି, ସେ ସେଠାରେ ଉପସ୍ଥିତ ଥିଲେ ।ସେ ଆଜି ଥାନାରେ ଏକ ଏତଲା ଦେଇ କହିଛନ୍ତି ସେ ତାଙ୍କ ସ୍ଵାମୀ ସହିତ ନିଜ ବାପା।ଘର ରା ଢୋ ରୁ ଫେରୁ ଥିବା ସମୟରେ ପୋଲିସ ଦ୍ବାରା ଅପମାନିତ ହୋଇ ଥିଲେ,ସେ ପୋଲିସ କୁ।ନିଜ ପରିଚୟ ଦେଇଥିଲେ ମଧ୍ୟ ଶ୍ରୀ ପରିଡ଼ା। ତାହା କର୍ଣ୍ଣପାତ କରି ନ ଥିଲେ ।ଏହା ଏକ ସ୍ପର୍ଶ କଟର ଘଟଣା ହୋଇଥିଲେ ମଧ୍ୟ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ କୌ ଣସି ଗଣ ମାଧ୍ୟମ କୁ।ନ ଡାକିବା ଚର୍ଚ୍ଚା ର ବିଷୟ ହୋଇଛି ।ଶନିବାର ରବିବାର ସତ୍ ଡାଉନ୍ ହୋଇଥିଲେ ମଧ୍ୟ ଉଦଳା ରେ ତାହା ପରିଲକ୍ଷିତ ହୁଏ ନାହିଁ ବୋଲି ସାଧାରଣ ଆଲୋଚନା ହୁଏ ।