ପୁରା ଖବର ବିଷୟରେ



ମନ୍ତ୍ରୀ ଶ୍ରୀ ସାରକା କରୋନା ସଚେତନତା କରିବା ସହ ଶୁଖିଲା ଖାଦ୍ୟ ବଣ୍ଟନ କଲେ

May 27 2021 4:05PM
(ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ବର ଦାସଙ୍କ ରିପୋର୍ଟ) ରାୟଗଡ଼ା:- ଆଜି ମାନ୍ୟବର ମନ୍ତ୍ରୀ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓଡ଼ିଶା ସରକାର ଶ୍ରୀ ଜଗନ୍ନାଥ ସାରକା ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡିକେଡିଏ ଚାଟିକଣା ରେ ପହଞ୍ଚି ନିୟମଗିରି ପାଦଦେଶରେ ଥିବା ସମସ୍ତ ଡଙ୍ଗରିଆ ଗରିବ ପରିବାରଙ୍କୁ କରୋନା ବିଷୟରେ ସଚେତନ କରିବା ସହ ଶୁଖିଲା ଖାଦ୍ୟ, ମାଷ୍କ ଓ ସନିଟାଇଯାର ବଣ୍ଟନ କରିଛନ୍ତି