ପୁରା ଖବର ବିଷୟରେ



ବନ୍ଧୁତ୍ବପୁର୍ଣ କ୍ର୍ରିକେଟ ମ୍ୟାଚ ଅନୁଷ୍ଠିତ ।

Mar 22 2021 3:56PM
ବନ୍ଧୁତ୍ବପୁର୍ଣ କ୍ର୍ରିକେଟ ମ୍ୟାଚ ଅନୁଷ୍ଠିତ । ଆଖୁସିଂ ଖେଳ ପଡିଆରେ ବନ୍ଧୁତ୍ବପୁର୍ଣ କ୍ର୍ରିକେଟ ମ୍ୟାଚ ଅନୁଷ୍ଠିତ_ ଆଜି ରବିବାର ପଦ୍ମପୁର ବ୍ଲକ ଷ୍ଟାପ ଏବଂ ରାମନାଗୁଡା ବ୍ଲକଷ୍ଟପ ମଧ୍ୟରେ ଏକ ବନ୍ଧୁତ୍ବପୁର୍ଣ କ୍ରିକେଟ ମ୍ୟାଚ ଆଖୁସିଂ ହାଇସ୍କୁଲ ଖେଳ ପଡିଆରେ ରେ ଅନୁଷ୍ଠିତ ହୋଇଥିଲା। ରାମନାଗୁଡା ବ୍ଲକଷ୍ଟାପ ପ୍ରଥମେ ବ୍ୟାଟିଙ୍ଗକରି ୧୫ଓଭରରେ ବିଶିଷ୍ଟ ମ୍ୟାଚରେ ଦମଦାର ପଦର୍ଶନ କରି ୧୨୭ରନ କରିଥିଲୋ।ରାମନାଗୁଡା ବିଡିଓ ଭଲ ବ୍ୟାଟିଙ୍ଗ ଏବଂ ପରେ ଭଲ ବୋଲିଂ କରିଥିଲେ।ଅନ୍ୟପଟେ ୧୨୮ରନର ଟାର୍ଗେଟକୁ ପିଛାକରିବାକୁ ଯାଇ ପ୍ରଥମରୁ ହିଁ ପଦ୍ମପୁର ଦଳର ଓ୍ବିକେଟ ପତନ ହୋଇଥିଲା ପରେ ପଦ୍ମପୁର ତହସିଲଦାର ସାନଦାର ଖେଳ ପଦର୍ଶନ କରିବା ସମୟରେ ପଏଣ୍ଟରେ କେଚଆଉଟ ହୋଇଥିଲେ ତାପରେ ପୁଣି ଓ୍ବିକେଟର ପତନ ଜାରି ରହିଥିଲା ଆଉ ୧୫ ଓଭରରେଶଅଲଆଉଟ ହୋଇ ୮୯ ରନ ସଂଗ୍ରହ କରିଥିଲା ଏହି ବନ୍ଧୁତ୍ବ ପୁର୍ଣ କ୍ରିକେଟ ମ୍ୟାଚରେ ରାମନାଗୁଡା ଦଳ ର ବିଜୟ ହୋଇଥିଲା।ତେବେ ଏମିତି କ୍ରିକେଟ ଖେଳିବା ଦ୍ବାରା ଷ୍ଟାପ ଏବଂ ଅଫିସରଙ୍କ ମଧ୍ୟରେ ଭଲ ସମନ୍ବୟ ରହିବ ଏବଂ ବ୍ଲକ ବ୍ଲକ ମଧ୍ୟରେ ଏକ ବନ୍ଧୁତ୍ବ ମଧ୍ୟ ରହିବ ବୋଲି ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରମାକାନ୍ତମାଝି ସୁଚନା ଦେଇଥିଲେ।ତେବେ ରାମନାଗୁଡା ଦଳ ତରଫରୁ ବିଡିଓ ବେଣୁଧର ଶବର କ୍ୟାପଟେନ ହୋଇଥିବା ବେଳେ ପଦ୍ମପୁର ଦଳ ତରଫରୁ ବିଡିଓ ଦୟାମୟ ପାଢି କ୍ୟାପଟେନ ଭାବରେ ଦଳକୁ ସମ୍ବାଳିଥିଲେ।ଏହି ଖେଳ ସଭୟରେ ଅନେକ କ୍ରିକେଟ ପ୍ରେମିମାନେ ଉପସ୍ଥିତ ରହିଥିଲେ।