ପୁରା ଖବର ବିଷୟରେ



ନବରଙ୍ଗପୁର ଅବକାରୀ ବିଭାଗୀୟ ର ଚଢାଉ ରେ ୪ ଜଣ ଗିରଫ..

Mar 2 2021 8:34PM
ନବରଙ୍ଗପୁର ଅବକାରୀ ବିଭାଗୀୟ ର ଚଢାଉ ରେ ୪ ଜଣ ଗିରଫ.. ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ବିଭାଗ ପକ୍ଷ୍ୟ ରୁ କୋସାଗୁମୁଡା ବ୍ଲକ ର ଚିରିମା, ସର୍ଗିଗୁଡା, ଭଡଙ୍ଗ ଗୁଡା ଏବଂ ଡ଼ଙ୍ଗା ଛୁଆଁ ଗ୍ରାମ ରେ ଚଢାଉ କରି ୧୨୦ ଲିଟର ଦେଶି ମଦ ସହ ଏକ ମୋଟର ସାଇକେଲ. OR 10.J.7526 ଗାଡିକୁ ଜବତ କରାଯିବା ସହ ୧୧.ସହଲିଟର ରୁ ଉର୍ଦ୍ଧ ମହୁଲ ପୋଚ ନଷ୍ଟ କରାଯାଇ ୪ ଜଣକୁ ଗିରଫ କରି କୋର୍ଟ ଚାଲଣ କରାଯାଇ ଅଛି । . ଉକ୍ତ ଚଢାଉ ରେ. ଅବକାରୀ ଇନସ୍ପେକ୍ଟର.ଶ୍ରୀ ବିପ୍ର ଚରଣ ମଣ୍ଡଳ. SI.ବିଜୟ ଭୁଷଣ ନାୟକ. ASI.ଜଗବନ୍ଧୁ ଯାନୀ. ASI. ରାଜେନ୍ଦ୍ର ପଟନାୟକ. ଓ.ଆକ୍ରମ ଖାନ. ସୁଧାଂଶୁ ବାଘ. ଉମେଶ ହରିଜନ କନେଷ୍ଟବଳ ରେଶମା ସୁନା. ଉକ୍ତ ଚଢାଉ ରେ ସାମିଲୀ ଥିଲେ.. ରିପୋର୍ଟ ନବରଙ୍ଗପୁର ରୁ ବର୍ତ୍ତ ହରିଜନ ନୂତନ ଓଡିଶା ନ୍ୟୁଜ୍