ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବନବିଭାଗ ର ନିଦ କେବେ ଭାଙ୍ଗିବ ?

Mar 1 2021 6:31AM
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ବନବିଭାଗ ର ନିଦ କେବେ ଭାଙ୍ଗିବ ? ବନବିଭାଗ ଘୁଙ୍ଗୁଡ଼ି ମରା ଦେଖି କାଠ ମାଫିଆ ମୋଉକା ଦେଖି ଛକା ମାରିଚାଲିଛନ୍ତି ! ଫଳରେ ଜଙ୍ଗଲ ପଦା ହେବାକୁ ବସିଲାଣି ଆଉ ସେହି ବନ କୁ ସଙ୍ଗ୍ରକ୍ଷଣ କରି ଜଙ୍ଗଲ ବଢ଼ାଇବାର ଲାଗି ପପଡ଼ିଛନ୍ତି ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରି କୁତ୍ରିମ ଜଙ୍ଗଲ ସୁଷ୍ଟ୍ରି କରା ଯାଉଛି ! ତାସହ ବନବିଭାଗ ତରଫରୁ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଉଥିବେଳେ !କାଠ ମାଫିଆ ପ୍ରାକୃତିକ ଜଙ୍ଗଲ ର ବହୁମୂଲ୍ୟବାନ ଗଛ କାଟି ଧିରେ ଧିରେ ଜଙ୍ଗଲ ସଫା କରି ପଦା କରିସାରିଲେଣି !ଓ ପ୍ରତି ବର୍ଷ ସହ ସହ ହେକ୍ଟର ସଂରକ୍ଷିତ ଜଙ୍ଗଲ କୁ ଚାଷ କରାଯାଉଛି ! ରିପୋର୍ଟ ନବରଙ୍ଗପୁର ରୁ ବର୍ତ୍ତ ହରିଜନ ନୂତନ ଓଡିଶା ନିୟୁଜ