ପୁରା ଖବର ବିଷୟରେ



ଜୋର ଧରିଛି ପଦ୍ମପୁର ର ଜିଲ୍ଲା ପରିଷଦ ନିର୍ବାଚନ।

Feb 19 2021 9:25PM
ଜୋର ଧରିଛି ପଦ୍ମପୁର ର ଜିଲ୍ଲା ପରିଷଦ ନିର୍ବାଚନ। ନିର୍ବାଚନ ଯେତେ ପାଖେଇ ଆସୁଛି ପ୍ରଚାର ସେତେ ଜୋର ଧରିଛି।ନେତା ମାନେ ଅଣ୍ଟା ଭିଡି ବହାରିଲେଣି । ଅହୁ ଅଳ୍ପ ଦିନ ରହିଲା ପଦ୍ମପୁର 'ଖ' ଜୋନ ର ଜିଲ୍ଲା ପରିଷଦ ନିର୍ବାଚନ। । ଜୋର ଧରିଛି ପଦ୍ମପୁର ର ଜିଲ୍ଲା ପରିଷଦ ନିର୍ବାଚନ ।ବର୍ତ୍ତମାନ ଭାରତୀୟ ଜନତା ପାର୍ଟି ଦଳ ର ନେତା ଶ୍ରୀ ବିଦ୍ୟାଧର ଶବର ନିଜ ପ୍ରଚାର ଜାରି ରଖିଛନ୍ତି।ଏହି ପ୍ରଚାର ରେ ଗୁଣୁପୁର ମଣ୍ଡଳ ର ସଭାପତି ଓ ଅନ୍ୟାନ୍ୟ ବିଜେପି ନେତା ମାନଙ୍କ ପକ୍ଷରୁ ପ୍ରଚାର ଜାରି ରହିଛି। ବିଜେପି ଆଶା ରଖିଛି ଏହିଥର ବାଜିମାରିବ ବୋଲି ।