Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
ଆଧାର କାର୍ଡ ରେ ନାମ ଭୁଲ୍ ଯୋଗୁଁ ସାତ ମାସର ଗର୍ବବତୀ ମହିଳା ସରକାର ସୁଵିଧା ରୁ ବଞ୍ଚିତ ll
Oct 31 2024 6:59PM
(ଛବିଳ ଲିମାଙ୍କ ରିପୋର୍ଟ) ରାୟଗଡା ଜ଼ିଲ୍ଲା ରାମନାଗୁଡ଼ା ବ୍ଲକ୍ ଶୁଣ୍ଡିଧାମୁଣି ଆଦର୍ଶ ପଞ୍ଚାୟତ ଅନ୍ତର୍ଗତ ଡ଼ମ୍ଭପୁଲିସି ଗ୍ରାମ ର ସୁଜତା ପାଟକର ଆଧାର କାର୍ଡ ରେ ନାମ ଭୁଲ୍ ଯୋଗୁଁ ସରକାର ର କୌଣସି ସୁଵିଦା ପାଇପାରୁ ନାହାନ୍ତି,ନାମ ଠିକ୍ କରିବା ପାଇଁ ବାରମ୍ବାର ସ୍ଥାନୀୟ ଜନସେବା କେନ୍ଦ୍ର ଓ ଭୁବନେଶ୍ୱର ଜନସେବା କେନ୍ଦ୍ର ବୁଲି ବୁଲି ନୟାନ୍ତ ହୋଇ ପଡ଼ିଲୁ ବୋଲି ସ୍ୱାମୀ ଯୋଗଦୀଶ ନୀଳଗିରି ପ୍ରକାଶ କରିଛନ୍ତି,ସ୍ତ୍ରୀ ସୁଜତା ପାଟକର ସାତ ମାସ ଗର୍ବବତୀ ହୋଇଥିବାରୁ ସେ ଅଙ୍ଗନବାଡି ରେ ମିଳୁଥିବା ସରକାର ସୁଵିଦା ଓ ଶୁଭଦ୍ରା ଯୋଜନାରୁ ବଞ୍ଚିତ ବୋଲି କହିଥିଲେ,ଆଧାର କାର୍ଡ ର ଗଟେ ନାମ ଚେଞ୍ଜ୍ କରିବା ପାଇଁ ୬ରୁ ୭ ହଜାର ଟଙ୍କା କର୍ଚ୍ଚ ହେଲାଣି କିନ୍ତୁ ଆଜି ପର୍ଯ୍ୟନ୍ତ ଠିକ୍ ହୋଇପାରୁନାହିଁ, ସୁନିଲ ପାଟକର ରୁ ସୁଜତା ପାଟକର କରିବା ପାଇଁ ଆମ ଭଳି ନିରୀହ ଗରିବ ଲୋକ ଅସୁବିଧା ସାମ୍ନା କରିବାକୁ ପଡୁଛି ବୋଲି ସୁଜତା କହିଥିଲେ, ବେଳେ ବେଳେ ଆଧାର ବନେଇବା ସମୟରେ କମ୍ପୁଟର ଟାଇପିଙ୍ଗ୍ ଲୋକଙ୍କ ଭୁଲ୍ ଯୋଗୁଁ ମଧ୍ୟ୍ୟ ନିରୀହ ଗିରିବ ଲୋକମାନେ ଅସୁବିଧା ର ସୋମୁଖୀନ ହେବାକୁ ପଡୁଛି ବୋଲି ସାଧାରଣ ରେ ଚର୍ଚ୍ଚା ଚାଲିଛି ।