ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲା ସ୍ତରୀୟ ସୁଭଦ୍ରା ସ୍ୱଗତାପଦଯାତ୍ରା ସହରର ରେଳଷ୍ଟେସନଛକ ଠାରୁ ବାହାରି ବ୍ଲକଛକ ଦେଇ ଜିଲ୍ଲାପରିଷଦ କାଯ୍ୟଳୟ ପଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା

Sep 16 2024 7:01AM
(ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) l ମହିଳା ମାନଙ୍କ କଲ୍ୟାଣକାରି ଯୋଜନା ସୁଭଦ୍ରା ପାଇଁ ବର୍ତ୍ତମାନ ଆବେଦନ ଏବଂ ସଚେତନତା ଶିବିର ଓ ବିଭିନ୍ନ କାଯ୍ୟକ୍ରମ ମାନ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ଯାଏ ଜାରି ରହିଛି l ଏହିପରିପେକ୍ଷୀରେ ଅନୁଷ୍ଠିତ ହୋଇଥିବା ପଦଯାତ୍ରା ରେ ବିଭିନ୍ନ ସ୍ୱୟଂ ସହାୟକା ଗୋଷ୍ଠୀର ସଦସ୍ୟମହିଳା, ସୁଭଦ୍ରା ଯୋଜନାରଆବେଦନକାରୀ ମହିଳା ଙ୍କସମେତ 3ସହ ରୁଉର୍ଦ୍ଧ ମହିଳା ଏବଂ ଅନନ୍ୟ ଅଧିକାରୀ ମାନଙ୍କ ଯୋଗଦାନ ରେ ଏହି ଶୋଭାଯାତ୍ରା ରେ ବାହାରିଥିଲେ l ଏହି ପଦଯାତ୍ରା କୁ ଜିଲ୍ଲାପାଳ ତଥା ମୁଖ୍ୟ ଅତିଥି ଶ୍ରୀମତି ପାରୁଲ ପଟୱରୀ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥଲେ l ଏହି ସୂଚନା ସଚେତନତା ଶୋଭାଯାତ୍ରା ରେ ଅତିରକ୍ତ ଜିଲ୍ଲାପାଳ ଶ୍ରୀ ଭାସ୍କର ଚନ୍ଦ୍ର ରଇତ, ସିଡ଼ିଓ ତଥା ଇଓ ଜିଲ୍ଲା ପରିଷଦ ରାୟଗଡ଼ ଶ୍ରୀନିହାର ରଞ୍ଜନ କହଁର,ଉପଜିଲ୍ଲାପାଳ କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ଜିଲ୍ଲାସମାଜକଲ୍ୟାଣ ଅଧିକାରୀ ଶ୍ରୀମତୀ ପ୍ରତିମା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲେନୁର, ପରାମଶଦାତା ବାଲ୍ୟବିବାହ ନିରୋଧ କାଯ୍ୟକ୍ରମ ରନ୍ତେସ୍ୱର ସାହୁ, ଡିପିଏମ ଓଡ଼ିଆ ଜୀବିକା ମିଶନ ହେମନ୍ତ ବାଗ, ଡିପିଏ ମିଶନଶକ୍ତି ସାରଙ୍ଗଧର ଶବର, ଲିଡ଼ି ବ୍ୟଙ୍କ ମେନେଜର ଦେବେନ୍ଦ୍ର କୁମାର ବାଉରୀ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ତଥା ଅନନ୍ୟ ଅଧିକାରି ଯୋଗଦାନ କରିଥିଲେ l