ପୁରା ଖବର ବିଷୟରେ



ପବିତ୍ର ଗଣେଶପୂଜା ସପ୍ତମ ରାତ୍ରି ଉପଲକ୍ଷେ ବିଶେଷ ପୂଜାର୍ଚନା(ବ୍ୟୁ

Sep 15 2024 8:14PM
(ବ୍ୟୁରୋ ହେଡ ସୁପ୍ରିୟା ଷଡଙ୍ଗିଙ୍କ ରିପୋର୍ଟ ) ପୁର୍ନାଆହୁତି ଯଜ୍ଞ କାଯ୍ୟକ୍ରମ l ରାୟଗଡା ଜିଲ୍ଲା ଅନ୍ତର୍ଗତ କତାପେଟା ପାଞ୍ଚୟତ ସିଲିଟିଗୁଡା ଗ୍ରାମଠାରେ ଅବସ୍ଥାନ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ପୂଜା ପେଣ୍ଡାଲ ଠାରେ ଗଣେଶ ନବରାତ୍ର ଯୋଗୀ ଶ୍ରୀ ଚୈତନ୍ୟରାମଜୀ ଙ୍କ ତତ୍ୱବଧାନ ରେ ବିଶେଷ ପୂଜାର୍ଚନା ଓ ହୋମ ପୂର୍ନାହୁତି ଯଜ୍ଞ କାଯ୍ୟକ୍ରମ ଅତ୍ୟନ୍ତ ଶ୍ରଦ୍ଧାଭକ୍ତି ସହ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାଯ୍ୟକର୍ମ ରେ ଗ୍ରାମର ଆବାଳ ବୃଦ୍ଧ, ବନିତା ଯୋଗ ଦେଇଥିଲେ ବିଶେଷ ପୂଜାଅର୍ଚନା ରେ ବହୁ ସଂଖ୍ୟାରେ ମହିଳା ଆଉ କିଛି ଦାମ୍ପତି ଯୋଗ ଦେଇ ସିଧି ବିନାୟକ ଙ୍କ କୃପା ଲାଭ କରିଥିଲେ l ଏହି ଭବ୍ୟ ଅବସରରେ ଯୋଗୀ ଶ୍ରୀଚୈତନ୍ୟରାମଜୀ ଉଲେଖ୍ୟ କରିଥିଲେ ଜେ ଗଣେଶପୂଜା ଏହିଭଳି ଏକ ପୂଜା ଏଥିରେ ସମଗ୍ର ସମାଜ ଉପକୃତ ହୋଇପାରିବେ କାରଣ ଗଣେଶ ଭଗବାନ ଙ୍କ ଅର୍ଚ୍ଚନା ବିଦ୍ୟାଥି ଙ୍କୁ ସଦବୁଦ୍ଧି, ଗୃହସ୍ତିଙ୍କୁ ଶାନ୍ତିଓ ଶମୃଧି, କରିବବୋଲି ବାକ୍ତବ୍ୟ ରଖିଛନ୍ତି l କିନ୍ତୁ ମାର୍ଗଦର୍ଶନ ଅଭାବ ହେତୁ ଏହି ଭଳି ପୃନ ପ୍ରୟୋଜନ ସମାଜ କରିପାରୁନାହିଁବୋଲି ମତବ୍ୟକ୍ତ୍ୟ କରିଛନ୍ତି l ତଥାପି ଦୁର୍ଗମଵନବାସୀ କ୍ଷେତ୍ରରେ ମଧ୍ୟ୍ୟ ଆଜି ଗଣେଶ ପୂଜା ର ସଭା ଦେଖିବାକୁ ମିଳୁଛି l ଏହି କାଯ୍ୟକ୍ରମ ରେ ଗଣେଶପୂଜା କମିଟି ସଦସ୍ୟ ଡମ୍ବୁରୁ ପୁଲକା,ମନଜ, ପୂଜକଦ୍ୱୟ, କୃଷ୍ଣ, ଉପେନ୍ଦ୍ରପଣ୍ଡିତ, ହୀରଧର ନାୟକ, ଅର୍ଜୁନ ଯାଦବ, ଗ୍ରାମର ବରିଷ୍ଟ କାଯ୍ୟକ୍ରମ କୁ ସଞ୍ଚଳନା କରିଥିଲେ l