Get Breaking News Alerts From Nutana Odsiha.We'll Update you latest news through the day
+91- 9853456396
Home
Breaking news
Events
Video gallery
Events gallery
Entertainment
Sports
Politics
Career
Contact Us
Home
Breaking news
Events
Video gallery
Event gallery
Entertainment
Sports
Politics
Career
Contact Us
ପୁରା ଖବର ବିଷୟରେ
କଲ୍ୟାଣସିଂହପୁର ରେ ସଙ୍କଟ ହେବା ନେଇ ଆଶଙ୍କା
May 20 2024 10:58AM
(ପଦ୍ମନ ଭତ୍ରାଙ୍କ ରିପୋର୍ଟ) ଜଳ ସଙ୍କଟ ହେବା ନେଇ ଆଶଙ୍କା ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକରେ ବୋହି ଯାଉଛି ଦୁଇ ଦୁଇ ଗୋଟି ବନ୍ୟା ସୃଷ୍ଟିକାରି ଚିରଶ୍ରତା ନାଗାବଳି ଓ କଲ୍ୟାଣୀ ନଦୀ | କିନ୍ତୁ ବଡ ବିଡମ୍ବନା ର ବିଷୟ ଯେ ମେଏ ମାସରୁ ଦୁଇ ଗୋଟି ନଦୀ ଶ୍ରତ ଶୁଖି ଯିବାରୁ ଉକ୍ତ ନଦୀ ଉପରେ ନିର୍ଭର କରୁଥିବା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଅନେକ ଗାଁ ରାୟଗଡା ଜିଲ୍ଲା ର ବହୁ ଗ୍ରାମବାସୀ ବର୍ତ୍ତମାନ ଚିନ୍ତାରେ ଏ ନେଇ କଲ୍ୟାଣ ସିଂହପୁର ବ୍ଲକର ଅନେକ ଗାଁ ରୁ ଖବର ସଂଗ୍ରହ କରାଯାଇଛି | ଏହାର ମୁଖ୍ୟ କାରଣ ସରକାରଙ୍କ ଜଳ ପରିମଳ ବିଭାଗ ଦ୍ୱାରା ପ୍ରତ୍ୟେକ ଗାଁ ରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଅନେକ ନଳକୂପ ଖନନ କରିଛନ୍ତି କିନ୍ତୁ କିଛି ନଳକୂପ ଅଚଳ ଅବସ୍ଥା ରେ ପଡି ରହିଛି, ଏହି ପରିପେକ୍ଷୀ ରେ ବର୍ତ୍ତମାନ ସରକାର ମେଘା ପ୍ରକଳ୍ପ ହାତକୁ ନେଇ ସମସ୍ତ ଗାଁ ରେ ପ୍ରତ୍ୟେକ ଘରକୁ ଘର ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ର ସ୍ବପ୍ନ ସ୍ୱପରେ ରହିଯିବା ଭଳି ମନେ ହୋଉଛି | ଆଉ ମଧ୍ୟ୍ୟ ମନରେଗା, ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା, ଜଳ ଛାୟା ପ୍ରକଳ୍ପ, ମୋତ୍ସ ବିଭାଗ ଭଳି ଅନେକ ଗୁଡିଏ ଯୋଜନା ରୁ ମୋ ପୋଖରୀ, ମହାବନ୍ଦ ଖନନ କରାଯାଉଥିବା ଦେଖିବାକୁ ମିଳୁଥିଲେ ସୁଦ୍ଧା ଚିରଶ୍ରତା ନଦୀର ଅବସ୍ଥା ସଂଘାତିକ ହେବାରେ ଲାଗିଛି | ତତ୍ତ ସହ ଅନେକ ମାତ୍ରା ରେ ଅଞ୍ଚଳ ବାସି ନିଜସ୍ୱ ବୋରୱେଲ ଖନନର ମାତ୍ରା ବଡ଼ି ଚାଲିଥିବା ବେଳେ ସରକାରଙ୍କ ଦ୍ୱାରା ମଧ୍ୟ ବାର୍ଷିକ ନଳକୂଅ ଖନନ ବନ୍ଦ ହେବାର ନା ନେଉନି ଏଥି ସହ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଓ ଜଙ୍ଗଲ ବିଭାଗ ଦ୍ୱାରା ପ୍ରତି ବର୍ଷ ଅନେକ ପ୍ରଜାତି ର ଚାରା ଲକ୍ଷ ଲକ୍ଷ ସଂଖ୍ୟାରେ ରୋପଣ ଚାଲିଥିବା ବେଳେ ବିଭଗୀୟ ଅବହେଳା ଯୋଗୁଁ ନିଆଁ ଲାଗି ନଷ୍ଟ ହେବାରେ ବସିଲାଣି ଫଳରେ ବନ୍ୟ ପ୍ରାଣୀ ଙ୍କ ସହ ଯିବ ଜଗତ ହା ହା କାର ହୋଇ ଜୀବନ ବିତାଇବାକୁ ପଡୁଛି ଏହା ଯେ ଆଗକୁ କୋଉ ରୂପ ନେବ ତାହା କହିବା ଅତି ବିଡମ୍ବନା ର ବିଷୟ | ଏହି ନଦୀ ରାୟଗଡା ଜିଲ୍ଲାର ଅନେକ ଗ୍ରାମ ଦେଇ ପ୍ରବାହିତ ହେଉଥିବାରୁ ରାୟଗଡା ଜିଲ୍ଲା ପ୍ରଶାସନ କୁ ଗୁହାରି ସହ ଜନ ସଚେତନ କରିବା ନେଇ ସମସ୍ତ ସରକାରୀ କଳ କୁ ନେହୁରା କରିବା ସହ ଏହି ପରିପେକ୍ଷି ରେ ନଦୀ ଗୁଡିକର ରକ୍ଷଣାବେକ୍ଷଣ ନିମନ୍ତେ ସରକାର ତଥା ଅଞ୍ଚଳର