ପୁରା ଖବର ବିଷୟରେ



ସରସ୍ଵତୀ ବିଦ୍ୟା ମନ୍ଦିର ରେ ପୁସ୍ତକ ବଣ୍ଟନ

Apr 12 2024 6:02AM
(ଶିବ ଚରଣ ମହାନ୍ତିଙ୍କ ରିପୋର୍ଟ) ତା ୧୧.୪.୨୪ ରିଖ ଗୁରୁବାର ରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ମାଲକାନଗିରି ରେ ଓଡ଼ିଶା ସରକାରଙ୍କ ତରଫରୁ ବିନାମୂଲ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ପାଠ୍ୟ ପୁସ୍ତକ ପ୍ରଦାନ କରାଗଲା । ସମସ୍ତ ଶିଶୁ ଭାଇ, ଭଉଣୀ, ଗୁରୁଜୀ, ଗୁରୁମା ଓ ଅଭିଭାବକ ମହଲରେ ଖୁସିର ଲହରି ଖେଳି ଯାଇଛି।