ପୁରା ଖବର ବିଷୟରେ



ଉଦଳା ବସ ଷ୍ଟାଣ୍ଡ ରେ ପିଇବା ପା।ଣି ର ଅଭାବ ।

Feb 17 2021 2:17PM
ଉଦଳା ବସ ଷ୍ଟାଣ୍ଡ ରେ ପିଇବା ପା।ଣି ର ଅଭାବ । ମୟୂରଭଞ୍ଜ ଜିଲ୍ଲା ଉଦଳା ବସ ଷ୍ଟାଣ୍ଡ ରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ଉଦଳା ଏନ୍,ଏ,ସି, ତରଫରୁ ବିଶୁଦ୍ଧ ପାନୀୟ ଜଳ ର ବନ୍ଦୋବସ୍ତ କରାଯାଇଥିଲା । ଲୋକେ ମଧ୍ୟ ଉପକୃତ ହେଉଥିଲେ କିନ୍ତୁ ବହୁଦିନ ହେଲା ତାହା ଖରାପ ହୋଇ ପଡ଼ିଛି ଫଳରେ ଯାତ୍ରୀମାନେ ଜଳ ପିଇବା ପାଇଁ ବହୁତ୍ ହଇରାଣ।ହେଉଛନ୍ତି ।ଗରମ ଦିନ ଆସୁଥିବାରୁ ତାହା ଯଥା ଶୀଘ୍ର ମରାମତି କରି ଜଳ ଯୋଗାଇ ଦେବା ପାଇଁ ଯାତ୍ରୀ ମାନଙ୍କ ତରଫରୁ ଦାବି ହେଉଛି ।