ପୁରା ଖବର ବିଷୟରେ



କଂଗ୍ରେସ ଦଳ ଡାକରାରେ ଉଦଳା ରେ ବନ୍ଦ ସଫଳ ।

Feb 15 2021 11:24AM
କଂଗ୍ରେସ ଦଳ ଡାକରାରେ ଉଦଳା ରେ ବନ୍ଦ ସଫଳ । ପେଟ୍ରୋଲ ଓ ଡିଜେଲ ର ଅହେତୁକ ଦର ବୃଦ୍ଧି ପ୍ରତି ବା ଦ ଜଣାଇ କଂଗ୍ରେସ ତରଫରୁ ଦିଆଯାଇଥିବା ବନ୍ଦ ଡାକରା ଉଦଳା ରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇଥିବାର ଦେଖିବାକୁ ମିଳିଛି ।ଫଳରେ ଜାନ ବାହନ,ଦୋକାନ ବଜାର,ଉପଜିଲ୍ଲାପାଳ ଅଫିସ,ତହସିଲ,ଓବ୍ଲକ୍ କାର୍ଯ୍ୟାଳୟ ବନ୍ଦ ରହିଛି ।ତେବେ ଆଜିର ଏହି ବନ୍ଦ ଡାକରା କୁ ସଫଳ କରିବା ପାଇଁ ପୂର୍ଣ୍ଣ ଚନ୍ଦ୍ର ବିଶ୍ବାଳ,ନାରାୟଣ ପଟ୍ଟନାୟକ,ସଞ୍ଜୀବ ମହାନ୍ତି ଓ ଉତ୍ତମ ବେହେରା ପ୍ରଭୃତି ନେତୃତ୍ୱ ନେଇଥିଲେ ମଧ୍ୟ ଶତାଧିକ ମହିଳା ଓ ଯୁବ କର୍ମୀ ସହଯୋଗ କରି ଛନ୍ତି ।