ପୁରା ଖବର ବିଷୟରେ



ନବରଙ୍ଗପୁର ବିଜେପି ପକ୍ଷରୁ ପ୍ରେସମିଟ କରି ନବରଙ୍ଗପୁର ଜିଲ୍ଲା ବିଜେଡି ପ୍ରଭାରୀ ତଥା ରାଜ୍ୟ ଯୋଜନା ବର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଉପରେ ବାର୍ଷିଲେ ବିଜେପି ନେତୃବର୍ଗ

Feb 13 2021 2:14PM
- ନବରଙ୍ଗପୁର ବିଜେପି ପକ୍ଷରୁ ପ୍ରେସମିଟ କରି ନବରଙ୍ଗପୁର ଜିଲ୍ଲା ବିଜେଡି ପ୍ରଭାରୀ ତଥା ରାଜ୍ୟ ଯୋଜନା ବର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଉପରେ ବାର୍ଷିଲେ ବିଜେପି ନେତୃବର୍ଗ ନବରଙ୍ଗପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଠାରେ ଜିଲ୍ଲା ବିଜେପି ପକ୍ଷରୁ ଏକ ପ୍ରେସମିଟ ଆୟୋଜନ କରାଯାଇଛି।ଏହି ପ୍ରେସମିଟ ରେ ଜିଲ୍ଲା ସଭାପତି ଜଗଦୀଶ ବିଷୋୟୀ, ରାଜ୍ୟ କର୍ଯ୍ୟକାରିଣୀ ସଦସ୍ୟ ଯୋଗଦେଇ ଗତ କାଲି ବିଜେଡି ପକ୍ଷରୁ ଯୁବ ଛାତ୍ର ସମାବେଶରେ ନବରଙ୍ଗପୁର ଜିଲ୍ଲା ବିଜେଡି ପ୍ରଭାରୀ ତଥା ରାଜ୍ୟ ଯୋଜନା ବର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ନବରଙ୍ଗପୁର ଜିଲ୍ଲା ରେ ରେଳ ଲାଇନ ନିର୍ମାଣ ରେ ବିଳମ୍ବ ନିମନ୍ତେ ବିଜେପି କୁ ଦାୟି କରିବା ସହିତ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନବରଙ୍ଗପୁର ଗସ୍ତ ସମୟରେ ଜିଲ୍ଲାରେ ଲୁଚିକି ବୁଲିଲେ ବୋଲି ମନ୍ତବ୍ୟ କୁ ନେଇ ତୀଵ୍ର ନିନ୍ଦା କରିବା ସହ ରେଳ ଲାଇନ ନିର୍ମାଣ ର ବିଳମ୍ବ ନିମନ୍ତେ ସମ୍ପୁର୍ଣ୍ଣ ରୂପେ ରାଜ୍ୟ ସରକାର ଦାୟୀ ବୋଲି ପାଲଟା ଅଭିଯୋଗ କରିଛନ୍ତି।