ପୁରା ଖବର ବିଷୟରେ



ନୂତନ ଓଡିଶା ୱେବ ଚନାଲ ତୋରଫୋରୁ କରନା ଯୋଦ୍ଧା ମାନପତ୍ର ପ୍ରଦାନ ।

Feb 9 2021 2:41PM
ନୂତନ ଓଡିଶା ୱେବ ଚନାଲ ତୋରଫୋରୁ କରନା ଯୋଦ୍ଧା ମାନପତ୍ର ପ୍ରଦାନ ।ନୂତନ ଓଡ଼ିଶା (ଏକ ନୂତନ ଯୁଗର ଆରମ୍ଭ) ଏବଂ ଓଡ଼ିଶା କର୍ମଜିବି ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ କରନା ସମୟରେ ନିଜ ପରିବାର କୁ ପଛରେ ପକାଇ ଜନସାଧାରଣ ଙ୍କୁ ସହଯୋଗ କରିବା ପାଇଁ ଆଗ ଧାଡ଼ିରେ ରହିଥିବା କରନା ଯୋଧା ମାନଙ୍କୁ କୁ ସମ୍ମାନୀତ କରାଯାଇଛି। ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ହାଟପଦା ଠାରେ। ନୂତନ ଓଡ଼ିଶା ବ୍ୟୁରୋ ହେଡ୍ ତଥା କର୍ମ ଯିବି ସାମ୍ବାଦିକ ସଂଘର ରାଜ୍ୟ ଉପ ସଭାପତି ଯୋଗେଶ୍ଵର ଦାସଙ୍କ ନେତୃତ୍ୱରେ ଆୟୋଜିତ ସମ୍ମାନିତ ସେବାରେ ଅତିଥି ଭାବେ କଲନରା ବ୍ଲକ ଅତିରିକ୍ତ ଗୋଷ୍ଟି ଉନୟନ ଅଧିକାରୀ ଶ୍ରୀ ନୁରିସିଙ୍ଘ ଚରନ ପଟ୍ଟନାୟକ ଓଡ଼ିଶା କର୍ମଜିବି ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ ବାଦଲ ତା ନୂତନ ଓଡ଼ିଶା ଞେବ ଚେନଲ ର ମୁଖ୍ୟ ସମ୍ପାଦକ ଶ୍ରୀ ହିମାଂଶୁ ଶେଖର ପଣ୍ଡା ମୁକୁନ୍ଦପୁର ସରପଞ୍ଚ ଶିବକଣ୍ଡା ଗିରି ଏବଂ ବଇମାଡା ସରପଞ୍ଚ ଏବଂ ରେଖାପଦରସରପଞ୍ଚ ଯୋଗଦେଇ ପ୍ରାୟ ୬୦ଜଣ କରନା ଯୋଦ୍ଧା ତଥା ଅଙ୍ଗନବାଡି କର୍ମୀ ଆଶା କର୍ମୀ ଆଶା ସାଥି ପାଚିକା ପଞ୍ଚାୟତ ସମ୍ପାଦକ ଓ ସରପଞ୍ଚ ଙ୍କୁ କରନା ଯୁଦ୍ଧା ମାନଙ୍କୁ ସନମାନିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ନୂତନ ଓଡ଼ିଶା ପ୍ରତିନିଧି ମନୋଜ ଦାସ ,ପ୍ରଭାକର ରତ୍ନାଲୁ ,ଗୁଡ଼ଲା ସନ୍ତୋଷ କର୍ମଜିବି ସାମ୍ବାଦିକ ସଂଘର ଖଗେଶ୍ୱର ଶିଙ୍ଗ ,ମହିଳା ଶ୍ରମଜୀବୀ ନେତ୍ରୀ ଉଷାରଣୀ ଦାସ , ଶନୁ ବାଗର ସହଯୋଗ ରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିନିଧିମାନେ ପ୍ରାୟ ୩ଟି ପଞ୍ଚାୟତର ୨୦୦ ମହିଳା ଏବଂ ପୁରୁଷ ଯୋଗ ଦେଇଥିଲେ ଶେଷରେ ନୂତନ ଓଡ଼ିଶା କୋଲନରା ବ୍ଳକ ପ୍ରତିନିଧି ବନ୍ଧୁ ସନ୍ତୋଷ ପଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।