ପୁରା ଖବର ବିଷୟରେ



ନନ୍ଦହାଣ୍ଡି ବ୍ଲକ ସରୁଗୁଡା ମଣ୍ଡିରେ ପୂର୍ବତନ କଂଗ୍ରେସ ଦଳର mp ପ୍ରଦୀପ ମାଝୀ ଓ scso ଙ୍କ ବୈଠକ ।।

Feb 8 2021 6:27PM
ନନ୍ଦହାଣ୍ଡି ବ୍ଲକ ସରୁଗୁଡା ମଣ୍ଡିରେ ପୂର୍ବତନ କଂଗ୍ରେସ ଦଳର mp ପ୍ରଦୀପ ମାଝୀ ଓ scso ଙ୍କ ବୈଠକ ।। ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକର ସରୁଗୁଡା ମଣ୍ଡିକୁ ପୂର୍ବତନ mp ବିରୋଧୀ ଦଳ ନେତା ପ୍ରଦୀପ ମାଝୀ ଓ ମନୋରଞ୍ଜନ ତ୍ରିପାଠୀ ଙ୍କ ସହ ନବରଙ୍ଗପୁର ଜିଲ୍ଲା scso ଲକ୍ଷ୍ମନ ରାଓ ଓ cso ସଂଜୀବ କୁମାର ସାହୁ ମଣ୍ଡି କୁ ଯାଇ ଚାଷୀଙ୍କର ଧାନ ନିରୀକ୍ଷଣ କରି କହିଥିଲେ ଆଗାମୀ 3 ଦିନ ଭିତରେ ପ୍ରତ୍ୟେକଚାଷୀଙ୍କ ଧାନ ଉଠାଇବା ବ୍ୟବସ୍ଥା କରାଯିବା ସହ ଧାନ ମାଫିଆ ଓ ଦଲାଲ ମାନଙ୍କୁ ଉଚିତ ଶାସ୍ତି ଦେବାସହ ସେମାନଙ୍କ ଧାନ ଜବତ କରାଯିବ ବୋଲି କହିଥିଲେ ଏବଂ ଧାନ ମଣ୍ଡିରୁ କେମିତି ଜଲଦି ଉଠାଯିବ ତାହାର ବ୍ୟବସ୍ଥା କରି ଚାଷୀମାନଙ୍କୁ କିପରି କମ ଧାନ କାଟି ମିଲ ଵାଲା ଧାନ ଉଠେଇବେ ତାହା ବିଷୟରେ ବୁଝିଥିଲେ ଆସନ୍ତୁ ତାଙ୍କ ମୁଁହରୁ ଶୁଣିବା VG।। ସୂଚନା ଥାଉ ଯେ ଧାନ ମଣ୍ଡି ଆରମ୍ଭ ହେବାଦୀନ ପ୍ରାୟ 50 ହଜାର କୁଇଣ୍ଟାଲ ଧାନ ଥିବା ବେଳେ ଆଜି ମାତ୍ର 12 ହଜାର କୁଇଣ୍ଟାଲ ଧାନ ମାତ୍ର ଅଛି ।। ନବରଙ୍ଗପୁର କରେଶ ଉପାଶି ରିପୋର୍ଟ ନୂତନ ଓଡ଼ିଶା ନିଉଜ