ପୁରା ଖବର ବିଷୟରେ



ମାଲକାନଗିରି ଜ଼ୀଲ୍ଲା ପିପାଳପଦର ନିକଟରୁ ଜବତ ହେଲା ବ୍ୟାପକ ମାଓ ସାମଗ୍ରୀ

Feb 5 2021 9:57PM
ମାଲକାନଗିରି ଜ଼ୀଲ୍ଲା ପିପାଳପଦର ନିକଟରୁ ଜବତ ହେଲା ବ୍ୟାପକ ମାଓ ସାମଗ୍ରୀ । BSF ର ସର୍ଚ୍ଚ ଅପରେସନ ବେଳ ଏହି ସାମଗ୍ରୀ ଗୁଡିକ ଜବତ ହୋଇଛି। ଗତ କାଲି dyke -3 ସ୍ଥିତ 144 ବାଟାଲିୟନ BSF ଙ୍କ ଦ୍ଵାରା ସମ୍ପୃକ୍ତ ଅଂଚଳରେ ଓ ପିପାଳପଦର BSF ଙ୍କ ମିଳିତ ସର୍ଚ୍ଚ ଅପରେସନ ବେଳେ ଏହି ବଡ ସଫଳତା ମିଳିଛି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ବ୍ୟାପକ ଡେଟନେଟର , ଗୋଳବାରୁଦ ଓ ମାଓବାଦୀଙ୍କ ନିତ୍ୟ ବ୍ୟବହାର ସାମଗ୍ରୀ ରହିଛି ।