ପୁରା ଖବର ବିଷୟରେ



ସରକାର ଙ୍କ ୩୨ ତମ ସଡ଼କ ସୁରକ୍ଷା ମାସ ସାରା ଦେଶରେ ପାଳନ

Jan 22 2021 7:35PM
ସରକାର ଙ୍କ ୩୨ ତମ ସଡ଼କ ସୁରକ୍ଷା ମାସ ସାରା ଦେଶରେ ପାଳନ କରାଯାଉ ଥିବା ବେଳେ ଆଜି ମୟୂରଭଞ୍ଜ ଜିଲ୍ଲା ଉଦଳା ବସ ଷ୍ଟାଣ୍ଡ ରେ ଘରୋଇ ମାଲିକ ସଂଘ ଓ ମୋଟର କର୍ମଚାରୀ ସଂଘ ମିଳିତ ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଞ୍ଚଳିକ ମୋଟର ପରିବହନ କର୍ମଚାରୀ ଓ ଚକ୍ଷୁ ଚିକିତ୍ସକ ଉକ୍ତ ଶିବିରରେ ଯୋଗ ଦେଇ ମୋଟ ୭୨ ଜଣ କର୍ମଚାରୀ ଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।ଶିବିର କୁ ବସ ମାଲିକ ସଂଘ ଓ କର୍ମଚାରୀ ସଂଘ ସୁଚାରୁ ରୁ ପରିଚାଳନା କରିଥିଲେ ।