ପୁରା ଖବର ବିଷୟରେ



ଅଶ୍ରୁଳଶ୍ରଦ୍ଧାଞ୍ଜଳି

Jan 14 2021 9:03PM
ଅଶ୍ରୁଳଶ୍ରଦ୍ଧାଞ୍ଜଳି ଅପରାହ୍ନ ୨ ଘଣ୍ଟିକା ସମୟରେ ରାୟଗଡ଼ା ସହରର ଗଣ୍ୟମାନ୍ୟ ବ୍ୟକ୍ତି ବିଶେଷ, ଓକିଲ, ସମାଜସେବୀ ଶ୍ରୀ ସହଦେବ ଚୌଧରୀଙ୍କ ପରଲୋକ ଘଟିଛି। ତାଙ୍କର ଦେହାନ୍ତ ସମୟରେ ସେ ୭୪ ବର୍ଷ ବୟସର ଥିଲେ। ତାଙ୍କ ବିୟୋଗରେ ସହର ବସୀ ମର୍ମାହତ ହୋପଡିଥିଲେ। ବିଶେଷ କରି ଶ୍ରୀ ଶ୍ରୀ ଶ୍ରୀ ମାଁ ଗଜଲକ୍ଷ୍ମୀ ପୂଜା କମିଟି, ନିଉ କଲୋନୀ, ରାୟଗଡ଼ର ସମସ୍ତ ସଦସ୍ୟ ଏଥି ଅଧିକ ଦୁଃଖିତ ହୋଇପଡିଚନ୍ତି। ସେ ଏହି କମିଟିରେ ଗତ ୨୫ ବର୍ଷ ଧରି ଲଗାତାର ଭାବେ ସଭାପତି ଭାବେ ନିଜର ଦାୟିତ୍ଵ ତୁଲାଉଥିଲେ। ତାଙ୍କ ବିୟୋଗରେ ଗଜଲକ୍ଷ୍ମୀ ପୂଜା କମିଟି ସଦସ୍ୟ ମାନେ ଏକ ଶୋକ ସଭା ଅୟୋଜନ କରି ମାର ଶରୀରକୁ ଶ୍ରଦ୍ଧାଞ୍ଜଳି by ଦେଇଥିଲେ ଓ ଶାନ୍ତି ପ୍ରଥମ କରିଥିଲେ। ଏହି ସଭାରେ କମିଟିର ସମସ୍ତ ସଦସ୍ୟଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଯୋଗଦେଥିଲେ। Report - ରାୟଗଡ଼ା ରୂ ଯୋଗେଶ୍ଵର ଦାସ