ପୁରା ଖବର ବିଷୟରେ



-ଡି ଏସ୍ ପି କ୍ରିକେଟ୍ କ୍ଲବ ଖେଳ ପଡ଼ିଆ ଠାରେ ୭ଦିନ ପାଇଁ କ୍ରିକେଟ୍ ଶୁଭାରମ୍ଭ।

Jan 9 2021 8:00PM
-ଡି ଏସ୍ ପି କ୍ରିକେଟ୍ କ୍ଲବ ଖେଳ ପଡ଼ିଆ ଠାରେ ୭ଦିନ ପାଇଁ କ୍ରିକେଟ୍ ଶୁଭାରମ୍ଭ। ରିପୋର୍ଟର-ବିଜୟ କୁମାର ବେହେରା(ଅନୁଗୋଳ)। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ। ରେଙ୍ଗାଳି ସ୍ଥିତ ଡିସ୍ ପି କ୍ରିକେଟ୍ କ୍ଲବ ଆନୁକୁଲ୍ୟରେ ଶ୍ରୀ ଯୁକ୍ତ ହେମନ୍ତ କୁମାର ଦେହୁରୀ,ରେଙ୍ଗାଳି +୩ସ୍ନାୟଶାସିତ ମହାବିଦ୍ୟାଳୟର ପ୍ରିନ୍ସିପାଲ୍ ଉପସ୍ଥିତ ରେ ଶୁଭଉଦଘାଟନ କରିଥିଲେ।ଖେଳ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଶୁସାନ୍ତ ସେଠୀ,ଅଜିତ୍ ଗଡ଼ନାୟକ,ଆଜି ଉଦଘାଟନ ପରେ ପ୍ରଥମ କ୍ରିକେଟ୍ ମ୍ୟାଚ ଆରମ୍ଭ ହୋଇଥିଲା କାକୁଡିଆ ସହିତ ହାତିଆ ଦଣ୍ଡା।ଏହି ମ୍ୟାଚ ରେ କାକୁଡିଆ ବିଜୟ ଲାଭ କରିଥିଲା।ଏହି ଆୟୋଜିତ ଖେଳ ରେ ସହଯୋଗ କରିଥିଲେ।ସରୋଜ,ସର୍ବେଶ୍ୱର,ଘନଶ୍ୟାମ, ଜନକ,ଭରତ,ବାବା,ରାଜେନ୍ଦ୍ର,ଶରତ,ହେମନ୍ତ, ରାଜୁ,ସୁମନ୍ତ,ଚନ୍ଦନ, ବିକି,ଉପସ୍ଥିତ ଥିଲେ।ମନ୍ଦନମୋହନ ମେମୋରିଆଲ ତରଫରୁ ୨୦ବିଶିଷ୍ଠ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି।