ପୁରା ଖବର ବିଷୟରେ



ଫୁଟବଲ ଟୋର୍ଣ୍ଣାମେଣ୍ଟ ବାଜିରାଉତ କ୍ଲବ ଖୁଣ୍ଟଦରହ

Jan 1 2021 7:43PM
ଫୁଟବଲ ଟୋର୍ଣ୍ଣାମେଣ୍ଟ ବାଜିରାଉତ କ୍ଲବ ଖୁଣ୍ଟଦରହ ସୁନ୍ଦରଗଡ଼ ଜିଲ୍ଲା ଧାରୁଆ ଡ଼ିହି ଥାନା ଅନ୍ତର୍ଗତ ବିରବିରା ଗ୍ରାମ ପଞ୍ଚାୟତ ର ଖୁଂଟଦର ଖେଳ ପଡ଼ିଆରେ ତା 27 ,12,20 ଠାରୁ 31,12,20 ପର୍ଯ୍ୟନ୍ତ ବାଜିରାଉତ କ୍ଲବ ଆନୁକୂଲ୍ୟରେ ଏକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଟିତ ହୋଇଥିଲା ଉକ୍ତ ଟୁର୍ଣ୍ଣାମେଣ୍ଟ ରେ 40 ଟି ଟିମ ଅଂଶ ଗ୍ରହଣ କରିଥିଲେ ଆଜି ଏହି ଟୁର୍ଣ୍ଣାମେଣ୍ଟ ର ଅନ୍ତିମ ଦିନ ଆଜିର ଅନ୍ତିମ ଦିନର ଶେଷ ମ୍ୟାଚ ବହୁତ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା ଉକ୍ତ ମ୍ୟାଚ ଟି ଗୋଏଲ ଝମ୍ପା ସହିତ ରାଇଡ଼ିହି ମଧ୍ୟରେ ବହୁତ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା ଏବଂ ପରିଶେଷରେ ଗୋଏଲ ଝମ୍ପା ରାଇଡ଼ିହି କୁ ପରାସ୍ତ କରି ନିଜ ଟିମ କୁ ବିଜୟ ର ବଜାୟ ରଖିଥିଲା ଆଜିର ଅନ୍ତିମ ଦିନର ମୁଖ୍ୟ ଅତିଥି ସୁନ୍ଦରଗଡ଼ ଜିଲ୍ଲାର ସଦର ବ୍ଲକ ବିଧାୟିକା ଶ୍ରୀମତୀ କୁସୁମ ଟେ ଟେ ମୋହଦୟା ଏବଂ ସାଥିରେ ଅଞ୍ଜନା ପଟେଲ ଏବଂ ଉକ୍ତ ଗ୍ରାମର ଭଦ୍ର ବ୍ୟକ୍ତି ତଥା ହେମନ୍ତ ପାତ୍ର,ଗଣେଶ ପ୍ରସାଦ ବାଗ ,ମିଷ୍ଟର ଚୌଧୁରୀ ଉପସ୍ଥିତ ରହିଥିଲେ ଏବଂ ବାଜିରାଉତ କ୍ଲବ ର ସମସ୍ତ କର୍ମକର୍ତ୍ତା ମାନେ ଏହି ଖେଳଟିକୁ ବହୁତ ସୁନ୍ଦର ଭାବରେ ସମ୍ପୂର୍ଣ୍ଣ କରି ସମାପ୍ତ କରିଥିଲେ ସୁନ୍ଦରଗଡ଼ ଜିଲ୍ଲାରୁ ବିପ୍ର ଙ୍କ ରିପୋର୍ଟ ନୂତନ ଓଡ଼ିଶା