ପୁରା ଖବର ବିଷୟରେ



ତାଳଚେର ଠାରେ ୨୪ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ।

Dec 29 2020 8:43PM
ତାଳଚେର ଠାରେ ୨୪ ତମ ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ। Reporter-ସୁମନ୍ତ ଚନ୍ଦ୍ର ବେହେରା।(ତାଳଚେର) ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ।ଜଗନ୍ନାଥ କଲ୍ୟାଣୀ ମଣ୍ଡପ ଠାରେ ୨୪ ତମ ପ୍ରତିଷ୍ଠା ଦିବସ ଅବସରରେ ସାଧାରଣ ସଭା ଓ କୋଭିଡି ଯୋଦ୍ଧାଙ୍କୁ ସମୋର୍ଦ୍ଧନା ମାନପତ୍ର ବଣ୍ଟନ ଆରମ୍ଭ ହୋଇଥିଲା ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ତାଳଚେର ଶ୍ରୀ ଯୁକ୍ତ ବ୍ରଜୋକିଶୋର ପ୍ରଧାନ ଓ ବିଜୁ ଜନତା ଦଳର ସଭାପତି ଷୋନ୍ତସ କୁମାର ପ୍ରଧାନ ମୁଖ୍ୟ ବକ୍ତା ଭାବରେ ଦାଇତ୍ୱ ତୁଲାଇଥିଲେ ।ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁ ତାଙ୍କ ସମେତ ଖୁଲଣା ପ୍ରଧାନ ବିଜେଡି ସଭାନେତ୍ରୀ ତାଳଚେର ନଗରପାଳ ପବିତ୍ର ଭୂତିଆ,ବିଜୁ ଜନତା ଦଳ କଣିହାଁ ବ୍ଲକ ସଭାପତି ସୁନିଲ୍ କୁମାର ପ୍ରଧାନ,ସ୍ୱରସତି ସାହୁ, ତାଳଚେର H M Sର ସଜୟ କୁମାର ସାହୁ,ତାଳଚେର ନଗରପାଳର ଆସିଫି ଖାଁ ସଭାପତି ଓ ତାଙ୍କ ସମେତ ବାନାବର ଭୂତିଆ, ରାଜେଶ ଦାସ ବିଜୁ ଜନତା ଦଳର ରାଜ୍ୟ ସଭାପତି ଭାବେ କାର୍ଯ୍ୟ ଭାର ତୁଲାଇଛନ୍ତି ସଭା ମଧ୍ୟରେ ଗୋଟିଏ କଥା କହିଥିଲେ ତାଳଚେର ବିଧାୟକ ସୁଖ ଦୁଃଖର ସାଥି ବାପୁ ଭାଈ ଆଜି ଜେମିତି ୨୪ ତମ ଦିବସ ସେହିପରି ୨୪ ରାଉଣ୍ଡୁରେ ଭୋଟ ଗଣତିରେ ବିଧାୟକ ହାରି ନାହାନ୍ତି।ବହୁ ସଂଖ୍ୟକ ବିଜେଡି କର୍ମୀ ଯୋଗଦେଇ ବହୁ ଆଡମ୍ବରରେ ପାଳନ କରିବା ସହିତ କଣିହାଁ ବ୍ଲକ ସମେତ ୧୪ଟି ପଞ୍ଚାୟତର ସରପଞ୍ଚ ଓଗୋଡିବାନ୍ଧ ଓ ତାଳଚେର ମେଡିକାଲର ୧୬ ଜଣଙ୍କୁ ତାଳଚେର ବିଧାୟକ କୋଭିଡି ଯୋଦ୍ଧା ଭାବେ ମାନପତ୍ର ପ୍ରଦାନ କରିଥିଲେ।ଓ ସଭା ଶେଷରେ ଦିଲ୍ଲୀପ୍ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।