ପୁରା ଖବର ବିଷୟରେ



ବିଜେଡି ଦଳର ମିଥ୍ୟା ପ୍ରଚାର ।

Dec 29 2020 7:44PM
ବିଜେଡି ଦଳର ମିଥ୍ୟା ପ୍ରଚାର । Report:Manoj Das ବିଜେପି ଦ୍ୱାରା ଦିଆଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ଚଞ୍ଚକତା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁପକା ଘର କହି ଓଡ଼ିଶା ଜନସାଧାରଣ ଙ୍କୁ ମିଥ୍ୟା ପ୍ରଚାର/ପ୍ରସାର କରୁଛନ୍ତି । ଏଣୁ ଏହାର ପ୍ରତିବାଦରେ ଗୁଣପୁର ବିଜେପି ଦ୍ୱାରା ଏକ FIR ଗୁଣପୁର ପୋଲିସ ଷ୍ଟେସନ ରେ ଦିଆଯାଇଛି ତତ ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ଦେଇଥିବା ପତ୍ରକୁ ପୋଲିସ ସାମନାରେ ଚିରି, ମୁଖ୍ୟମନ୍ତ୍ରୀ ଙ୍କ କୁଶ ପୁତଳିକା ଦାହକରାଗଲା । ଏହାର ଏକକିତା ନକଲ ଗୁଣପୁର ବିଡିଓ ଏବଂ ଗୁଣପୁର ପୌରପାଳିକା କାର୍ଯ୍ୟଳୟରେ ଦିଆଯାଇ ସହି କାର୍ଯ୍ୟାଳୟ ସାମନାରେ ଭିକ୍ଷଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବୋହୁ ବିଜେପି ଦଳୀୟ ନେତା ଯୋଗଦେଇଥିଲେ