ପୁରା ଖବର ବିଷୟରେ



ମାଲକାନଗିରି ଜିଲ୍ଲା ପୋଲିସ କୁ ମିଳିଲା ବଡ ସଫଳତା

Nov 23 2023 1:37PM
(ଶିବ ଚରଣ ମହାନ୍ତିଙ୍କ ରିପୋର୍ଟ) ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ତୁଳସୀ ଓ ଛତିଶଗଡ ସୀମା ନିକଟ ପାହାଡ଼ ଠାରେ ମାଲକାନଗିରି ଜିଲ୍ଲା ଡିଭିଫ ପୋଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି ଜବତ ମାଓ ସାମଗ୍ରୀ ମଧ୍ୟରେ ଗୋଟିଏ ଦେଶୀ ବନ୍ଧୁକ, ଜେଲଟିନୀ ୧୫୦ ଟୀ, ଆଇଡ଼ି ତାର ,୧୩ ଟି ଟିଫିନ୍ ବୋମା ,କରାଯାଇଛି ଯବାନ କୁ ଟାର୍ଗେଟ କରି ଏହି ମାଓ ସାମଗ୍ରୀ ଲୁଚାଇ ରଖିଥିବା ଜଣାପଡିଛି