ପୁରା ଖବର ବିଷୟରେ



ଓଡ଼ିଶା ମୋ ପରିବାର ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sep 1 2023 12:19PM
(ଶୁରେନ୍ଦ୍ର ବିମଲଙ୍କ ରିପୋର୍ଟ) ୩୧ ଅଗଷ୍ଟ ,୨୦୨୩ ମାଲକାନଗିରି ଜ଼ିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ. ଭି.୯୦ ଗ୍ରାମ ଠାରେ ଆଜି "ଓଡ଼ିଶା-ମୋ ପରିବାର" ଆନୁକୂଲ୍ୟରେ କାମଲିମେଳା ବ୍ଲକ ସଭାପତି ଶ୍ରୀ ସରତ ଚନ୍ଦ୍ର ବିଶ୍ୱାଳ ଙ୍କ ନେତୃତ୍ୱରେ ମାଲକାନଗିରି ଜ଼ିଲ୍ଲା ଜୀବନ ବିନ୍ଧୁ ସଂଯୋଯକ ତଥା ପୁର୍ବତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମିଙ୍କ ଉପସ୍ଥିତ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ତେବେ ରକ୍ତଦାନ କାର୍ଯ୍ୟକ୍ରୋମ ଟି ସକାଳ ୯ ଘଂଟିକା ସମୟରୁ ଆରମ୍ଭ ହୋଇ ଅପରାହ୍ଣ ୨ ଘଂଟିକା ସମୟ ପର୍ଯନ୍ତ ହୋଇଛି| ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଅଛି | ତେବେ ଏହି ଅବସରରେ ମାଲକାନଗିରି ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷ ପୋତିତ ପାବନ ବଇଦ୍ୟ,ଆଇନ୍ ସାମ୍ମୁଖ୍ୟ ସଭାପତି,ଜ଼ିଲ୍ଲା ସାଧାରଣ ସମ୍ପାଦକ ତଥା କାଲିମେଳା ଜୋନ୍ ୨ ସଂଯୋଯକ ଗପାଳ କୃଷ୍ଣ ପଣ୍ଡା,ଜ଼ିଲ୍ଲା ବିଜୁ ଜନତା ଦଳ ସମ୍ପାଦକ,ପୁର୍ବତନ ଜ଼ିଲ୍ଲା ବିଜୁ ଯୁବ ସଭାପତି ତଥା ବରିଷ୍ଠ ଆଇନଜୀବୀ ସଙ୍କର ଚନ୍ଦ୍ର ସାହା,ପୁର୍ବତନ ଜ଼ିଲ୍ଲା ବିଜୁ ଯୁବ ସଭାପତି ନିରୋଧ ମିସ୍ତ୍ରୀ,ସାଂସଦ ପ୍ରତିନିଧି କାଲିମେଳା ଇ. ଭେଙ୍କଟ ରାଓ,ପୁର୍ବତନ ବିଧାୟକ ପ୍ରତିନିଧି ବିକାଶ ମଣ୍ଡଳ,ସରପଞ୍ଚ ସଂଘ ଉପସଭାପତି ପୃଥିବୀରାଜ ମାଝୀ,ସରପଞ୍ଚ କଇମେଟଲା ମୁନା ପଡିଆମି, ସରପଞ୍ଚ ବେଜିଙ୍ଗ୍ଵାଦ ସନ୍ତୋଷ କବାସୀ,କାଲିମେଳା ଜୋନ ୩ ସଭାପତି ସୁବ୍ରତ ଶିଲ, କାଲିମେଳା ପଞ୍ଚାୟତ ସଭାପତି ସୁଜୟ ମିସ୍ତ୍ରୀ,,କେ.ରାହୁଲ,ବୁ. ବିଭୁତି ଭୁଷଣ, ରୁଦ୍ର ପାତ୍ର, ବିପ୍ଳବ ବିଶ୍ୱାସ, ବିଷ୍ଣୁ ମଣ୍ଡଳ,ଉତ୍ତମ ସରକାର, ରମେନ ମଣ୍ଡଳ, ବିଷ୍ଣୁ ମଣ୍ଡଳ, ବୋଲଇ ବିଶ୍ୱାସ, ରାମପଦ ବୈରାଗୀ, ରାମଚନ୍ଦ୍ର କାରାମ, ଅଖୋୟ କୁମାର ପଣ୍ଡା, ଦ୍ରୁବଚନ ନାୟକ, ବିନୋଦ କୁମାର ସାହୁ, ଅସିତ ମଣ୍ଡଳ କମସେନ ପ୍ରଧାନ ଙ୍କ ସହ ବହୁ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ |