ପୁରା ଖବର ବିଷୟରେ



ଭାରତୀୟ ଜନତା ପାର୍ଟି ଯୁବକ ମୋର୍ଚ୍ଚା ର ଧାରଣା

Dec 24 2020 8:37AM
ଭାରତୀୟ ଜନତା ପାର୍ଟି ଯୁବକ ମୋର୍ଚ୍ଚା ର ଧାରଣା ରାୟଗଡ଼ା ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଜିଲ୍ଲା ପଶୁ ଚିକିତ୍ସା ଳୟ ସମ୍ମୁଖରେ ନଗର ସଭାପତି ଶ୍ୟାମ କୁମାର ଦାଶ ଙ୍କ ନେତୃତ୍ୱରେ ରେ ନଗର ଯୁବମୋର୍ଚା ସଭା ପତି ରାଜେଶ ପାଣିଗ୍ରାହୀ ଙ୍କ ନେତୃତ୍ୱ ରେ ରାୟଗଡ ଯୁବ ପିଢ଼ି ଙ୍କ ରୋଜଗାର ଦାବି ତଥା 11 ଦଫା ଦାବିକୁ ନେଇ ସକାଳ 10 ଟା ରୁ ସନ୍ଧ୍ୟା 4 ଘଣ୍ଟା ପର୍ଯ୍ୟନ୍ତ ଏକ ଧାରଣା ଦିଆଯାଉଛି. ଉକ୍ତ ଧାରଣା ରେ ଭାରତୀୟ ଜନତା ପାର୍ଟିର ଜିଲ୍ଲା ସଭାପତି ଶିବ ପଟ୍ଟନାୟକ, ଜନଜାତି ମୋର୍ଚ୍ଚା ର ରାଷ୍ଟ୍ରୀୟ ଉପାଧ୍ୟାକ୍ଷ କାଳୀରାମ ମାଝୀ, ବିଧାୟକ ପାର୍ଥୀ ଶ୍ରୀ ବସନ୍ତ ଉଲ୍ଲାକା, ମହିଳା ମୋର୍ଚ୍ଚା ସଭାପତି ଲଷ୍ମୀ ବୁରୁଡି, ବରିଷ୍ଠ ନେତା କିଶୋର ପଣ୍ଡା, ବିଦ୍ୟା ଭୂଷଣ ପଣ୍ଡା ଉପସ୍ଥିତ ଥିଲେ. ଉକ୍ତ କାର୍ଯ୍ୟକ୍ରମ କୁ ଭାରତୀୟ ଜନତା ଯୁବ ମୋର୍ଚ୍ଚା ରାୟଗଡ଼ା ନଗର ର ଜୟ ରାମ ବର୍ମା ( ସାଧାରଣ ସଂପାଦକ) ତାନଭି ଅଗ୍ରୱାଲ (ଉପସଭାପତି) ନୀରୋଜ ପାଢ଼ୀ (ଉପସଭାପତି) ସୁମିତ୍ରା ସାହୁ (ଉପସଭାପତି) ଟି ଅଜୟ କୁମାର (ସଂପାଦକ) ସନ୍ତୋଷ ସାହୁ ( କୋଷାଧ୍ୟକ୍ଷ) ସୂର୍ଯ୍ୟ ନାରୟଣ ଗୌଡ଼, ଭି ଗୋପାଳ କ୍ରିଷ୍ଣା, ଟି ନାଗରାଜୁ ସହଯୋଗ କରିଥିଲେ ରିପୋର୍ଟ : ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ଯୋଗେଶ୍ଵର ଦାସକଂ ରିପୋର୍ଟ