ପୁରା ଖବର ବିଷୟରେ



ବେକରେ ରସି ଲଗାଇ ଆତ୍ମହତ୍ୟା ।

Dec 20 2020 7:02PM
ବେକରେ ରସି ଲଗାଇ ଆତ୍ମହତ୍ୟା । ଆଜି ଉଦଳା ଗୌଡିୟ ମଠରେ ଜଣେ ବ୍ରହ୍ମ ଚାରି ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି । ସବୁଦିନ ପରି ଦେ ଗତକାଲି ରାତିରେ ଖାଇସାରି ଶୋଇବାକୁ ଯାଇଥିଲେ ।ଆଜି ସକାଳ ୫ ଟା ସମୟରେ ସେ ନ ଉଠିବାରୁ ତାଙ୍କ କୋଠରୀ କୁ ଅନ୍ୟ ମାନେ ଯାଇ କବାଟ ଭାଙ୍ଗି ବାରୁ ଅଚ୍ୟୁତ ବ୍ରହ୍ମଚାରୀ ଝୁଲି ଥିବାର ଦେଖା ଯାଇଥିଲା । ଏହାପରେ ମଠ ତରଫରୁ ଉଦଳା ଥାନା ଓ ତାଙ୍କ ଘର ଯାଜପୁର ଖବର ଦିଆଯାଇଥିଲା ।ଘର ଲୋକ ଆସିବାରୁ ଶବଟିକୁ ପୋଷ୍ଟର୍ତମ୍ କରାଯାଇଥିଲା । ଥାନାର କିଶାନ ବାବୁ ତଦନ୍ତ କରୁଛନ୍ତି ।କେସ ନ ୬୧/୨୦ ରେ ମାମଲା ରୁଜୁ କରି ତଦନ୍ତ ଚାଲୁ ରହିଛି ।ତଦନ୍ତ ରୁ ସତ୍ୟାସତ୍ୟ ଜଣା ପଡ଼ିବ ।