ପୁରା ଖବର ବିଷୟରେ



ନୁତନ ଓଡିଶା ନ୍ୟୂଜ ର ତୃତୀୟ ସ୍ବନକ୍ଷେତ୍ର ଦିବସ ଉସ୍ରବ ପାଳନ,,.

Dec 13 2020 3:10PM
ନୁତନ ଓଡିଶା ନ୍ୟୂଜ ର ତୃତୀୟ ସ୍ବନକ୍ଷେତ୍ର ଦିବସ ଉସ୍ରବ ପାଳନ,,. ରାୟଗଡା ସ୍ଥାନୀୟ ଅଶୋକ ହୋଟେଲ୍ ସମ୍ମିଳନୀ ପ୍ରକୋଷ୍ଠରେ ରବିବାର 13 ତାରିଖ ଦିନ ନୂତନ ଓଡିଶା ନ୍ୟୂଜ ର ତୃତୀୟ ସ୍ବନକ୍ଷେତ୍ର ଦିବସ ପାଳିତ ହୋଇଯାଇଛି ଏହି ଉତ୍ସବ ରେ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ଓଡିଶା କର୍ମଜିବୀ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ତା ଏବଂ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ ଯୋଗ ଦେଇ ଠାକୁର ଙ୍କ ଫଟ ରେ ପୁଷ୍ପ ମୂଲ୍ୟ ଅପଣ କରି ଦ୍ବୀପ ପ୍ରଜ୍ଜଳନ କରିଥିଲେ , ଏହି ପରିପ୍ରେକ୍ଷୀରେ ଶ୍ରୀ ବାଦଲ ତା କହିଥିଲେ ଆଜି ର ସମ୍ବାଦପତ୍ର ଓ ସାମ୍ବାଦିକ ମାନଙ୍କ ଭୁମିକା ଉପରେ ଆଲୋକପାତ କରିଥିଲେ ଓ ଟ୍ରେନ୍ ପାସ୍ , କରୋନା ସମୟ ରେ ସାମ୍ବାଦିକ ମାନଙ୍କୁ କରୋନା ଜୋଧା ହିସାବ ରେ ପନ୍ଦର ଲକ୍ଷ ବଦଳରେ ପଚାସ ଲକ୍ଷ୍ୟ ଟଙ୍କା ସହାୟତା ସରକାର ଦେବା ଉଚିତ ବୋଲି ବକ୍ତବ୍ଯ ରଖିଥିଲେ ସମ୍ମାନୀତ ଅତିଥି ଭାବେ ରାୟଗଡା ଜିଲ୍ଲା ସୁଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ କରୋନା ସମୟ ରେ ସାମ୍ବାଦିକ ମାନେ ନିଜ ଜୀବନ କୁ ବାଜି ଲଗାଇ ନିଷ୍ଠାପର ଭାବେ ସମ୍ବାଦ ପରିବେଷଣ କରିଥିଲେ ବୋଲି ସେ ଧନ୍ୟବାଦ ଅର୍ପଣ କରିଥିଲେ ଅନ୍ୟ ତମ ଅତିଥି ଭାବରେ ନୂତନ ଓଡିଶା ନ୍ୟୂଜ ର ମୁଖ୍ୟ ସଂପାଦକ ଶ୍ରୀ ହିମାଂଶୁ ପଣ୍ଡା ଓଡିଶା ର ବ୍ୟୁରୋ ସୁର୍ଯ୍ୟ ନାରାୟଣ ପଟ୍ଟନାୟକ ମଞ୍ଚାଶିନ ଥିଲେ ଏହି ଅବସରରେ ଦକ୍ଷିଣ ଓଡିଶା ର ବ୍ୟୁରୋ ଶ୍ରୀ ଯୋଗେଶ୍ବର ଦାସ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମ ରେ ଓଡିଶା ର ଅନ୍ୟ ଜିଲ୍ଲା ମାନଙ୍କ ରୁ ଆସିଥିବା ସାମ୍ବାଦିକ ମାନେ ସମ୍ବାଦ ପରିବେଷଣ ସମୟ ରେ କିଭଳି ଅସୁବିଧା ସମ୍ମୁଖିନ ହେଉଛନ୍ତି ତାହା ଉପରେ ବକ୍ତବ୍ଯ ରଖିଥିଲେ ଏହି କାର୍ଯ୍ୟକ୍ରମ ରେ ଦୁଇଜଣ ଅଙ୍ଗନବାଡୀ ଦୁଇ ଜଣ ଆଶା କର୍ମୀ , ପୌରପରିଷଦ ର ଦୁଇ ସଫେଇ କର୍ମଚାରୀ, ଦୁଇଜଣ ସେଛାସେବୀ ଜଣ ଶିକ୍ଷକ ସମେତ ସ୍ବର୍ଗଧାମ ଦାୟିତ୍ୱ ରେ ଥିବା ଟି ଈଶ୍ବର ରାଓ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ବାରା ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ଉକ୍ତ କାର୍ଯ୍ୟକ୍ରମ କୁ ମନୋଜ କୁମାର ଦାସ, ତୃପ୍ତିମୟୀ ପ୍ରଧାନ, ଆର୍ ପ୍ରଭାକର, ଭଦ୍ରକ ଧାମନଗର ରୁ ଆସିଥିବା ଶ୍ରୀ ରଞ୍ଜନ କୁମାର ମଲ୍ଲିକ ଅନୁଗୁଳ ରୁ ବିଜୟ କୁମାର ବେହେରା ଏବଂ ଓଡିଶାର ପତ୍ୟକ ଜିଲ୍ଲାର ପ୍ରତିନିଧି ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ସାମ୍ବାଦିକ ନୃସିଂହ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ