ପୁରା ଖବର ବିଷୟରେ



କୌଣସି ଶତ୍ରୁତାକୁ ନେଇଁ ହତ୍ୟା

Dec 3 2020 12:37PM
କୌଣସି ଶତ୍ରୁତାକୁ ନେଇଁ ହତ୍ୟା ସୁନ୍ଦରଗଡ଼ ଜିଲ୍ଲା ଧାରୁଆଡ଼ିହୀ ଥାନା ଅନ୍ତର୍ଗତ କୁଅଁର ମାଲ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୁଅଁର ମାଲ ଗ୍ରାମର ଦୁବ୍ରାଜ ନାମକ ଵ୍ୟକ୍ତି ଜଣକ ଏକ ମରଣାତ୍ମକ ଅସ୍ତ୍ର ସାହାଯ୍ୟରେ କୌଣସି ଶତ୍ରୁତାକୁ ନେଇଁ ବିନା ସଙ୍କୋଚରେ ସେହି ଗ୍ରାମର ତୁଲାରାମ ନାଏକ ଙ୍କୁ ହତ୍ୟା କରିଥିଲେ ଫଳରେ ଘଟଣା ସ୍ଥଳରେ ତୁଳରାମ ନାଏକ ଟଳି ପଡ଼ିଥିଲେ ପରେ ଖବର ପାଇ ଧାରୁଆ ଡ଼ିହି ଥାନା ଅଧିକାରୀ ଆଇସି ଅଭୟ କୁମାର ମହାପାତ୍ର ନିଜ ଟିମକୁ ନେଇ ଘଟଣା ସ୍ଥଳରେ ପହଞ୍ଚି ଉପଯୁକ୍ତ ତଦନ୍ତ କରିଥିଲେ ଏବଂ ଖୁନି ଦୁବ୍ରାଜ ଙ୍କୁ କଣ ପାଇଁ ଏମିତି ଅଭାବନିୟ ଘଟଣା ଘଟାଇଲ ପଚାରିବାରୁ ଖୁନି କୌଣସି ଉତ୍ତର ନ ଦେଇ ନିର୍ଭୟର ସହିତ ଗୋଟିଏ ଜବାବ ଦେଇଥିଲେ ମତେ କିଏ କଣ କରିବ ମୁଁ ଦେଖିନେବି ଏପରି ଖୁନି ମହୁରୁ ଶୁଣିବା ମାତ୍ରେ ସେହି ଗାଁରେ କକୁଆଭୟ ଖେଳି ଯାଇଛି ଏଇଟା ଆଇନ ପାଇଁ ବଡ ଚାଲେଞ୍ଜ ର ଖବର ପାଳିଟିଛି ସୁନ୍ଦରଗଡ଼ ଜିଲ୍ଲାରୁ ବିପ୍ର ଙ୍କ ସହିତ ନୟନ ଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍