ପୁରା ଖବର ବିଷୟରେ



ନବରଙ୍ଗପୁର ଜିଲ୍ଲା ଠାରେ SC ,ST ତରଫରୁ ଜାତୀୟ ସମିଧାନ। ଦିବସ ପାଳିତ ,,,,,,

Nov 27 2020 8:28AM
ନବରଙ୍ଗପୁର ଜିଲ୍ଲା ଠାରେ SC ,ST ତରଫରୁ ଜାତୀୟ ସମିଧାନ। ଦିବସ ପାଳିତ ,,,,,, ଆଜି ୨୬ ନଭେମ୍ବର ରାଷ୍ଟ୍ରୀୟ ସମ୍ବିଧାନ ଦିବସ ଜିଲ୍ଲା ଅନୁସ୍ଵଚିତ ଜାତି SC ଯୁବ ସଂଘ ନବରଙ୍ଗପୁର ତରଫରୁ ।ନବରଙ୍ଗ ପୁର ସଦର ମହକୁମା ଠାରେ ପାଳନ କରାଯାଇ ଆମଲା ଭବନଠାରେ ଏକ ସମ୍ବିଧାନ ଜାଗୃତି ସଭା କରାଗଲା ଜିଲ୍ଲା ର ୧୦ଗୋଟି ବ୍ଲକର କର୍ମବର୍ତ୍ତ।ଉପସ୍ଥିତ ଥିଲେ, ମୁଖ୍ୟଅତିଥି ବରିଷ୍ଠ ସମାଜସେବୀ ସି ଡି ମାଝୀ ସଂଘର ଜିଲ୍ଲା ସଭାପତି ରାଜେନ୍ଦ୍ର କୁମାର ଭକ୍ତ ଜିଲ୍ଲା ସାଧାରଣ ସମ୍ପାଦକ ଭଗବାନ ଭରାଘି ସଂଘର ଜିଲ୍ଲା ସଦସ୍ୟ ନୀରମଲ କଦପାନ ,ଜଗନ୍ନାଥ ଭାଘେ ,ଦେବ ରୋଜ ନାଗ ସୁରେଶ ସାତମନି କଖେଷଫର କଦଫାନ ,ଗଣେଶ ସୁନା,ଆନଧୀ ନଡ଼ିଆ ,ଭାଷକର ମିରିଗୋନ ଦଷା ମାଝିi, ଅଜିତ କରକରା ମହେନ୍ଦ୍ର, ପ୍ରମୁଖ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ। ଧନୁଝୟନାଗ ସଂଘର ବରିଷ୍ଠ ସଦସ୍ୟ ସଭାଟିକୁ ପରିଚାଳନା କରିଥିଲେ। ମଞ୍ଚାସିନ ମୁଖ୍ୟବକ୍ତାମାନେ ସମ୍ବିଧାନ ଜାଗୃତି ବିଷୟ, ST,SC ମାନଙ୍କ ସ୍ୱାମ୍ବିଧାନିକ ଅଧିକାର ବିଷୟ ଅଭିଭାଷଣ ରେ ରଖିଥିଲେ। ରିପୋର୍ଟ କରେଶ ଉପାଶୀ ନୂତନ ଓଡିଶା ନିଊଜ ନବରଙ୍ଗପୁର