ପୁରା ଖବର ବିଷୟରେ



କାଲିମେଳା ବ୍ଲକ ଲୁଗେଲ ପଂଚାୟତ ର MV 80 ମୁଖ୍ୟ ରାସ୍ତାରେ ବସୁଛି ହାଟ

Nov 12 2020 3:28PM
କାଲିମେଳା ବ୍ଲକ ଲୁଗେଲ ପଂଚାୟତ ର MV 80 ମୁଖ୍ୟ ରାସ୍ତାରେ ବସୁଛି ହାଟ । ଯେଉଁ ରାସ୍ତା କି ସଂଯୋଗ କରୁଛି ମୋଟୁ କାଲିମେଳା ଏବଂ ମାଲକାନଗିରି ମୁଖ୍ୟ ରାସ୍ତା ଯାହାକି 326 ଜାତୀୟ ରାଜପଥ । ଲୁଗେଲ ମୁଖ୍ୟ ରାସ୍ତା ହେଉଛି MV 79,କାଲିମେଳା ମେଡିକାଲ କୁ ଯିବା ପାଇଁ ଏକ ମାତ୍ର ରାସ୍ତା । ଯାହାକି ଏହି ରାସ୍ତା ର ଦୁଇ ପାର୍ଶ୍ଵରେ ପ୍ରତି ରବିବାର ଦିନ ହାଟ ବସିଥିବା ର ଦେଖି ବାକୁ ମିଳୁଛି ।ଏହି ହାଟରେ ସମ୍ପୂର୍ଣ୍ଣ ଭାବେ କୋଭିଡ ନିଅମ କୁ ଅମାନ୍ୟ ହଉଥିବାର ଦେଖି ବାକୁ ମିଳୁଛି ।ଏବଂ ରାସ୍ତା ଉପରେ ଦୁଇ ପାର୍ଶ୍ଵରେ ରସି ବାନ୍ଧି ହୋଇଥିବାରୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଯାଇପାରୁନାହିଁ ବୋଲି ସାଧାରଣରେ ପ୍ରତିବାଦ ହେଉଛି । ତେଣୁ ସାଧାରଣରେ ଦାବି ହେଉଛି ଯେ ଏହି ହାଟ କୁ ରାସ୍ତା ଉପରେ ନକରି ଅନ୍ୟତ୍ର ଖୋଲା ଜାଗା ରେ ବସିବାକୁ ପ୍ରଶାସନ କୁ ଅନୁରୋଧ ।