ପୁରା ଖବର ବିଷୟରେ



ସରକାର ଙ୍କ ଜାଗା ମିଶନ କାର୍ଯ୍ୟ କ୍ରମରେ ବସ୍ତିବାସିନ୍ଦା ଙ୍କୁ ଭୁମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ

Nov 4 2020 9:48PM
ସରକାର ଙ୍କ ଜାଗା ମିଶନ କାର୍ଯ୍ୟ କ୍ରମରେ ବସ୍ତିବାସିନ୍ଦା ଙ୍କୁ ଭୁମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ନବରଙ୍ଗପୁର ପୋଉରପାଳିକା ତୋଟା ସାହି ସେନାପତି ସାହି ଗାଦବାଗୁଡା ରେ ଅନୁଷ୍ଠିତ ହୋଇଛି । ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ପୁର୍ବତନ ନଗରପାଳ ଅର୍ଜୁନ ତ୍ରୀପାଠୀ ଯୋଗଦେଇ ହିତାଧିକାରୀ ଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଛନ୍ତି । ରିପୋର୍ଟ କୋରେଶ ଉପାଶୀ ନୁତନ ଓଡ଼ିଶା ନିୟୁଜ ନବରଙ୍ଗପୁର