ପୁରା ଖବର ବିଷୟରେ



ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାନ ଙ୍କୁ ନବରଙ୍ଗପୁର ଦଳିତ ପାଠାଗାର ଠାରେ ଭବ୍ୟ ସମ୍ବର୍ଦ୍ଧନା

Nov 1 2020 3:27PM
ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାନ ଙ୍କୁ ନବରଙ୍ଗପୁର ଦଳିତ ପାଠାଗାର ଠାରେ ଭବ୍ୟ ସମ୍ବର୍ଦ୍ଧନା ନବରଙ୍ଗପୁର ଜିଲ୍ଲା ST, SC ,OBC, MINORITY ଏକତା ମଞ୍ଚ ତରଫରୁ ଓଡ଼ିଶାର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ମୁନ୍ନା ଖାନ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଗଲା । ଏକତାମଞ୍ଚର ସଦସ୍ୟ ଭଗବାନ ବୈରାଗୀ ,ସିରାଜ ଉଦ୍ଦିନ ଅହମଦ, ସଭାଟିକୁ ପରିଚାଳନା କରିଥିଲେ। ଏହି ସଭାରେ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା / ଏକତାମଞ୍ଚର ସଦସ୍ୟ ଦିବ୍ୟଦାନ ସୁନା,ଗୌରବ କାଉଁରି', ଜଗନ୍ନାଥ ବାଗେ, ଅର୍ଜୁନ ଉତରା, ଦିବାକର ପୂଜାରୀ, ବିକ୍ରମ ନାମ ଆବକୁଲ ସତର, ମହମଦ ରାଫି, ସୁକାନ୍ତ ନାଗ, ଶାହ ଯାଦ ଖାନ ,ଆନନ୍ଦ କର,ସାକୁର , ଏସ୍ ରିଜବାନ ପ୍ରମୁଖ ଉପସ୍ଥିତ ଥିଲେ । ନବରଙ୍ଗପୁର ରୁ ବର୍ତ୍ତ ହରିଜନ ଙ୍କ ସହ ନୃସିଂହ ମୁଦୁଲି ଙ୍କ ରିପୋର୍ଟ ନୂତନ ଓଡିଶା ନିୟୁଜ