ପୁରା ଖବର ବିଷୟରେ



ଇଡ଼କୋ ଜମି ଅଧିଗ୍ରହଣ କୁ ନେଇ କୋଷାଗୁମୁଡା ବ୍ଲକ ବାମୁଣୀ ଗ୍ରାମ ରେ ସି ଏସ୍ ଟି ଟିମ୍ ର ପରିଦର୍ଶନ ।

Oct 31 2020 9:33AM
ଇଡ଼କୋ ଜମି ଅଧିଗ୍ରହଣ କୁ ନେଇ କୋଷାଗୁମୁଡା ବ୍ଲକ ବାମୁଣୀ ଗ୍ରାମ ରେ ସି ଏସ୍ ଟି ଟିମ୍ ର ପରିଦର୍ଶନ । ଭୁବନେଶ୍ବର ରୁ ସି ଏସ୍ ଟି ର ସମ୍ପାଦକ ଗୈାତମ ପାତ୍ର ,ସି ଏସ୍ ଟି ଲିଡର ବିଜୟ ସ୍ବାଇଁ , ହାଇକୋର୍ଟ ଆଇନଜୀବୀ ଶଙ୍କର ପାଢ଼ୀ , ସମାଜ ସେବୀ ସଂଜୀବ ପଟ୍ଟନାୟକ , ସି ଏସ୍ ଟି ମେମ୍ବର ପ୍ରଦୀପ ସାହୁ ପ୍ରମୁଖ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବାମୁଣୀ ଗାଁ ରେ ପହଞ୍ଚି ଇଡ଼କୋ ଅଧିଗ୍ରହଣ କରିଥିବା ଜମି ବାବଦରେ ବାମୁଣୀ ଗ୍ରାମବାସୀ ଙ୍କ ସହିତ ଏକ ଆଲୋଚନା ବୈଠକ କରିବା ସହିତ ଉକ୍ତ ସ୍ଥାନ କୁ ବୁଲି ଦେଖିଥିଲେ | ଏହି ବୈଠକକୁ ବାମୁଣୀ ଗାଁ ର ଲକ୍ଷ୍ମୀ ଦାସ ରନ୍ଧାରୀ ପରିଚାଳନା କରିଥିଲେ | ନବରଙ୍ଗପୁର ରୁ ବର୍ତ୍ତ ହରିଜନ ଙ୍କ ସହ କୋଷାଗୁମୁଡା ରୁ ନୃସିଂହ ମୁଦୁଲି ଙ୍କ ରିପୋର୍ଟ ନୂତନ ଓଡିଶା ନିୟୁଜ