ପୁରା ଖବର ବିଷୟରେ



ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବ୍ଲକ ସାମ୍ନାରେ ଅମାନୁଷିକ ହତ୍ୟାକାଣ୍ଡ _____

Oct 31 2020 8:29AM
ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ବ୍ଲକ ସାମ୍ନାରେ ଅମାନୁଷିକ ହତ୍ୟାକାଣ୍ଡ _____ ଧାମନଗର ତା ୩୦_୧୦_୨୦୨୦ ରିଖ ଶୁକ୍ରବାର ଅପରାହ୍ନ ସମୟରେ ଧାମନଗର ବ୍ଲକ ସାମ୍ନାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅମାନୁଷିକ ଭାବରେ ହତ୍ୟାକାଣ୍ଡ ଘଟିଯାଇଛି ସୂଚନାଯୋଗ୍ୟ ଯେ _ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନରେ ଥିବା ଦକ୍ଷିଣବାଡ ଗ୍ରାମର ଜଣେ ବ୍ୟକ୍ତି ଅମାନୁଷିକ ଆକ୍ରମଣରେ ସ୍ଵିକାର ହୋଇ ପ୍ରାଣ ହରାଇଛନ୍ତି ଏବଂ ଉତ୍ୟକ୍ତ ଜନତା ମାନେ ଧାମନଗର ଥାନାସାମ୍ନାରୋ ରାସ୍ତରେ ଧାରଣା ପ୍ରଦର୍ଶନ କରିଛନ୍ତି ।