ପୁରା ଖବର ବିଷୟରେ



ଶ୍ରମ ଆଇନ ବିରୋଧୀ ରେ ୬ ଦପା ଦାବୀ ପ୍ରତ୍ର

Oct 30 2020 8:45AM
ଭାରତୀୟ ମଜଦୂର ସଙ୍ଖ ନବରଙ୍ଗପୁର ଶାଖା ର ଜିଲ୍ଲା ସଂପାଦକ ପରମେଶ୍ବର ବିଶୋଇ ନେତୁତ୍ୱରେ କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀସି ଶ୍ରମ ଆଇନ ବିରୋଧୀ ରେ ୬ ଦପା ଦାବୀ ପ୍ରତ୍ର ଭାରତର ପ୍ରଧାନମନ୍ତ୍ରୀ କୁ ନବରଙ୍ଗପୁର ଜିଲ୍ଲାପାଳଙ୍କ ମାଧ୍ୟମରେ ଦିଆଯାଇଛି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ନବରଙ୍ଗପୁର ଉପ ଜିଲ୍ଲାପାଳ ଭାସ୍କର ରହିତ ଦାବିପ୍ରତ୍ର ଗ୍ରହଣ କରିଥିଲେ ନବରଙ୍ଗପୁର ରୁ କୋରେଶ ଉପାଶୀ ସହ ଭର୍ତ୍ତ ହରିଜନଙ୍କ ରିପୋର୍ଟ ନୁତନ ଓଡ଼ିଶା ନିୟୁଜ ନବରଙ୍ଗପୁର