ପୁରା ଖବର ବିଷୟରେ



କମରେଈ ଗ୍ରାମ ପଞ୍ଚାୟତର ଉଦ୍ୟମାନ କଳାକାର ପାଇଁ ଅର୍ଥ ସାଜିଛି ବାଧକ।

Sep 10 2020 1:00PM
କମରେଈ ଗ୍ରାମ ପଞ୍ଚାୟତର ଉଦ୍ୟମାନ କଳାକାର ପାଇଁ ଅର୍ଥ ସାଜିଛି ବାଧକ। ରିପୋର୍ଟର-ପ୍ରଶାନ୍ତ କୁମାର ବେହେରା (କଣିହାଁ)। ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ।କମରେଈ ଗ୍ରାମ ପଞ୍ଚାୟତର କିଛି କଳାକାର ଅଛନ୍ତି।ଡିଆନସେ ଗ୍ରୁପୁର ନାମ The King।ଯାହା ଫଳରେ ଛୋଟ ଛୋଟ କଳାକାର ତାଙ୍କ ଉଦ୍ୟମ ବଳରେ ଅନୁଗୋଳ ଆମଲାପଡା ଠାରେ ଓଡିସନ୍ ରେ ଚାରି ଥର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ , ଭୂବନେଶ୍ୱର ଡିଓଡି ଓଡ଼ିସନ୍ ରେ ଭାଗ ନେଇଥିବା ବେଳେ,ଝାରସୁଗୁଡା ଠାରେ ଓଡିସନ୍ ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ, ଗୁରୁ ବିକାଶ କୁମାର କହିଛନ୍ତି କି ଆମ୍ଭମାନଙ୍କୁ କେହି ସାହାଯ୍ୟ କରୁନାହାନ୍ତି ।ଏଠି ବଡ଼ ବଡ଼ କଳ କାରଖାନା ଅଛି।ଆମ ପାଖରେ ବହୁତ ପ୍ରତିଭା ଅଛି।କିନ୍ତୁ ଆମେ ଗରିବ ଶ୍ରେଣୀର ପିଲା କଳା ପ୍ରତି ବହୁତ ଇଚ୍ଛା ଥିଲେ ମଧ୍ୟ ସେହି ସ୍ଥାନରେ ପହଁଚିବା ପାଇଁ ଅର୍ଥ ସାଜିଛି ବାଧକ।ବିକାଶ କୁମାର ଙ୍କ ପାଖରେ ଏବେ ୨୦ଜଣ ଛୋଟ କଳାକାର ଡିଆନ୍ସେ ସିକୁଛନ୍ତି।ଯାହା ଫଳରେ ଜଙ୍ଗଲରେ ଥିବା ଗୋଟିଏ ପଡ଼ିଆରେ ନିତିଦିନିଆ ଅଭିଆସ କରୁଛନ୍ତି।ପ୍ରତି ଦିନ ସାଙ୍ଗ ସାଥି ହୋଇ ଚାଲି ଚାଲି ବାହାରି ଆସନ୍ତି ଜଙ୍ଗଲ ପଡ଼ିଆକୁ ବିକାଶଙ୍କ ସହିତ, ରାହୁଲ, ସେଖର,ବାପି,ସଜି,ଶିବା,ଶକ୍ତି, ରୋହିତ୍,ଆଦିତ୍ୟ,ଚନ୍ଦନ,ସିପୁନ, ରହନ,ରହିତ୍,ସିପୁନ,ବିକାଶ କହିଛନ୍ତି କି ଆମ୍ଭମାନଙ୍କୁ ଥଟ୍ଟା ମଜା ରହସ୍ୟ କରୁଛନ୍ତି।ଏମିତି ଗୋଟିଏ ଦିନ ଆସିବ କଣିହାଁ ବ୍ଲକ ବାସୀ ଦେଖିବେ ଆମ ପ୍ରତିଭା।