ପୁରା ଖବର ବିଷୟରେ



ଅସହାୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ମହିଳା ସ୍ୱୟଂ ସହାୟିକା

Apr 26 2020 11:25PM
ଅସହାୟଙ୍କୁ ରନ୍ଧା ଖାଦ୍ୟ ବାଣ୍ଟିଲେ ମହିଳା ସ୍ୱୟଂ ସହାୟିକା । କରୋନା ପାଇଁ ସାରା ଦେଶ ଲକଡାଉନ , ଏହି ଲକଡାଉନ ସମୟରେ ବାସୁଦେବପୁର ବ୍ଲକ ଗୋବିନ୍ଦପୁର ପଞ୍ଚାୟତର କସିମାଳଗୋଠ କଛି ମହିଳା ସ୍ୱୟଂ ସହାୟିକା ମାନଙ୍କର ନିଜ ନିଜ ସଞ୍ଚିତ ଅର୍ଥରେ ଆଦାୟ କରି ୨୦୦ ରୁ ଅଧିକ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ତରଫରୁ ବାୟାଣୀ ଜେନା,ଝରଣା ଜେନା,ମାଳତୀ ଜେନା,କବିତା ଜେନା,ରଞ୍ଜିତ ଜେନା,ରଶ୍ମିତା ଜେନା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ।