ପୁରା ଖବର ବିଷୟରେ



ଭଦ୍ରକ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଓଡ଼ିଶା ମୋଟର ଚାଳକ ସଂଘ ର ସପ୍ତମ ଚାଳକ ଦିବସ ପାଳିତ

Sep 19 2022 8:36AM
(ମିଥୁନ ଦାସ ଙ୍କ ରିପୋର୍ଟ) ଭଦ୍ରକ ଜିଲ୍ଲା ଶାଖାରେ ,ଓଡ଼ିଶା ମୋଟର ଚାଳକ ସଂଘର ଜିଲ୍ଲା ସଭାପତି ମୁକ୍ତିକାନ୍ତ ଦାସ ସଭାପତିତ୍ବ କରିଥିଲେ । ଚାଳକ ମାନଙ୍କର , ସାମାଜିକ ସୁରକ୍ଷା, ଚାଳକ ଦିବସ ର ଆବଶ୍ୟକତା ଓ ସମାଜ ତଥା ଦେଶ ପ୍ରତିଥିବା ଚାଳକ ମାନଙ୍କର ଭୂମିକା ଅତୁଳନୀୟ ବୋଲି ବାର୍ତ୍ତା ରଖିଥିଲେ।ସେହିପରି ଭାବେ ଜିଲ୍ଲାର। ଧୂଷୁରୀ ଶାଖା, ଧାମନଗର ଶାଖା,ନାୟକାଣିଡିହି ଶାଖା,ମତୋ ଶାଖା,ରାନ୍ଦିଆ ଶାଖା, ତିହିଡି ଶାଖା,ସାବରଙ୍ଗ ଓ ଧାମରା ଶାଖା ରେ ଚାଳକ ଦିବସ ପାଳିତ ହୋଇଯାଇଛି।