ପୁରା ଖବର ବିଷୟରେ



ଯରୁରି ସୂଚନା

Jul 21 2022 12:16PM
ନୂତନ ଓଡ଼ିଶା ନ୍ୟୁଜ୍ ର ରାୟଗଡା ଜିଲ୍ଲାର ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କ ନାମ ଘୋଷଣା କରୁ ଅଛୁ । ରାୟଗଡା ଜିଲ୍ଲାର ଜିଲ୍ଲା ପ୍ରତିନିଧି ଇପିଲି ରମେଶ କୁମାର, ସଦର ବ୍ଳକ ପାଇଁ ପ୍ରଭାକରରତ୍ନାଲୁ ,ଗୁଡାରି ବ୍ଲକ ଏବଂ ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମା ,। ଏହି ୩ଜଣଙ୍କ ଛଡା ଅନ୍ୟ କେହି ନିଜକୁ ନୂତନ ଓଡ଼ିଶା ନ୍ୟୁଜ୍ ର ସାମ୍ବାଦିକ ବୋଲି ପରିଚୟ ଦିଅନ୍ତି କିମ୍ବା ପରିଚୟ ଦେଉଥାନ୍ତି ଯଥାଶୀଘ୍ର ଆମ ସହ ଯୋଗାଯୋଗ କରନ୍ତୁ ।