ପୁରା ଖବର ବିଷୟରେ



ଏକ ବିଶେଷ ସୂଚନା

Jul 20 2022 10:13PM
ନୂତନ ଓଡ଼ିଶା ନ୍ୟୁଜ୍ ର ଭଦ୍ରକ ଜିଲ୍ଲାର ସମସ୍ତ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କ ନାମ ଘୋଷଣା କରୁ ଅଛୁ । ଭଦ୍ରକ ଜିଲ୍ଲାର ଧାମନଗର ବ୍ଳକ ପାଇଁ ରଞ୍ଜନ କୁମାର ମଲ୍ଲିକ,ବାସୁଦେବପୁର ବ୍ଲକ ପାଇଁ ଶ୍ରୀକାନ୍ତ କୁମାର ମହାପାତ୍ର,ଚାନ୍ଦବାଲି ବ୍ଲକ ପାଇଁ ମିଥୁନ ଦାସ। ଏହି ୩ଜଣଙ୍କ ଛଡା ଅନ୍ୟ କେହି ନିଜକୁ ନୂତନ ଓଡ଼ିଶା ନ୍ୟୁଜ୍ ର ସାମ୍ବାଦିକ ବୋଲି ପରିଚୟ ଦିଅନ୍ତି କିମ୍ବା ପରିଚୟ ଦେଉଥାନ୍ତି ଯଥାଶୀଘ୍ର ଆମ ସହ ଯୋଗାଯୋଗ କରନ୍ତୁ ।