ପୁରା ଖବର ବିଷୟରେ



ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା ପେକ୍ଷଣାସ୍ତ୍ର ଏସ୍‌ଆରଏସ୍‌ଏମ୍‌ ଉତକ୍ଷେପଣ ସଫଳ

Mar 27 2022 2:07PM
ଭଦ୍ରକ/ ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ସ୍ଥଳଭାଗରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା କ୍ଷେପଣାସ୍ତ୍ର ଏସ୍‌ଆରଏସ୍‌ଏମ୍‌ ଉତ୍‌କ୍ଷେପଣ ସଫଳ ହୋଇଛି। ରବିବାର ସକାଳୁ ଅବ୍ଦୁଲ କଲାମ ଦିପ ର କ୍ଷେପଣାସ୍ତ୍ର କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଏହି ପରୀକ୍ଷଣ ହୋଇଥିଲା । ତେବେ ସୁରକ୍ଷା ଦୃଷ୍ଟିରୁ ଏହି ମିସାଇଲ ପରୀକ୍ଷଣ ପାଇଁ ଲଞ୍ଚପ୍ୟାଡ୍‌ର ଅଢ଼େଇ କିଲୋମିଟର ପରିଧି ମଧ୍ୟରେ ଥିବା ୬ଟି ଗାଁର ୭ ହଜାର ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଛି ।