ପୁରା ଖବର ବିଷୟରେ



ବନ୍ତ ବ୍ଲକ ରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ

Jan 14 2020 12:11PM
sub - ବନ୍ତ ବ୍ଲକ ରେ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ Riport :- jagannath palata ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ରେ ଆଜି ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି ଶିବିରରେ ଜିଲ୍ଲାପାଳ ଜ୍ଞାନ ଦାସ, ଆରକ୍ଷୀ ଅଧୀକ୍ଷକ ରାଜେଶ ପଣ୍ଡିତ, ଉପଜିଲ୍ଲାପାଳ ପିତାମ୍ବର ସାମଲ, A p.d. ରାଜେନ୍ଦ୍ର କୁମାର ଜେନା, B.D.O ରେବେକା ବିଲୁଙ୍ଗୁ, ତହସିଲ ଦାର ଇନ୍ଦିରା ସାହୁ ପ୍ରମୁଖ ଉପସ୍ଥିତ ରହି ମୋଟ 26 ଗୋଟି ଅଭିଯୋଗ ର ଜନ ଶୁଣାଣି କରିଥିଲେ । ଉକ୍ତ ଶିବିରରେ ଜିଲ୍ଲା ଓ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।