ପୁରା ଖବର ବିଷୟରେ



ଢେଙ୍କାନାଳ ରେ ଦେୱାନୀ ଅଦାଲତ ଉଦ୍ଘାଟନ

Dec 14 2019 11:33AM
ଢେଙ୍କାନାଳ ଜିଲ୍ଲା ର ଢେ଼ଙ୍କାନାଳ ସିଭିଲ କୋର୍ଟ ଠାରେ ମାନ୍ୟବର ଓଡିଶା ଉଚ୍ଚ ନ୍ୟାୟାଳୟ( Orissa High Court ) ଙ୍କ ନିର୍ଦ୍ଦେଶ କ୍ରମେ ନୂତନ ବରିଷ୍ଠ ଦେୱlନୀ ଅଦାଲତ ଉଦଘାଟିତ ହୋଇଯାଇଛି । ଯାହାକୁ ଜିଲ୍ଲା ଓ ଦୌରା ଜଜ୍ ମାନ୍ୟବର ଶ୍ରୀଯୁକ୍ତ ମଳୟ ରଞ୍ଜନ ଦାଶ ଉଦଘାଟନ କରିଛନ୍ତି ।